ମାଫିଆ ଅତିକ କବଜାରେ ଥିବା ଜମିରେ ଘର କରି ଗରିବଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୭୬ଟି ଫ୍ଲାଟର ଚାବି ଦାବିଦାରମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସାଂସଦ ତଥା ମାଫିଆ ଡନ ସ୍ୱର୍ଗତ ଅତିକ ଅହମ୍ମଦ କବ୍ଜାରେ ଥିବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀ…