Latest Odisha News

BREAKING NEWS

ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲା, ବଢ଼ିଲା ଆଇଏଏସ ମନୀଷ ଅଗ୍ରଓ୍ୱାଲଙ୍କ ଅଡ଼ୁଆ

ମାଲକାନଗିରି: ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ କୋର୍ଟଙ୍କ ଛାଟ ପାଇଁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ପିଏର ହତ୍ୟା ମାମଲାର ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି । ହତ୍ୟା ଅଭିଯୋଗ ଆସିଥିବା ଆଇଏଏସ ମନୀଷ ଅଗ୍ରଓ୍ୱାଲ ଏବେର ଯୋଜନା ଓ ସମନ୍ୱୟ…

ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଇଡି ରିମାଣ୍ଡରେ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପିଏମଏଲଏ ଆକ୍ଟରେ ଗିରଫ କରିବା ପରେ ଦ୍ୱିତୀୟ ଥର ପାଇଁ ତିନି ଦିନିଆ ରିମାଣ୍ଡରେ ନେଇଛି । ଇଡି କୋର୍ଟରେ 5 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଡିସେମ୍ବର 26 ଯାଏ ରିମାଣ୍ଡରେ ନେବାକୁ…

ହକି ବିଶ୍ୱକପ୍ ପରେ ତିନି ଲେନ୍ ବିଶିଷ୍ଟ ଆରଓବିର କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳଷ୍ଟେସନର ଉନ୍ନୟନ କାର୍ଯ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ହକି ବିଶ୍ୱକପ ପରେ ପ୍ରସ୍ତାବିତ ତିନି ଲେନ ବିଶିଷ୍ଟ ବାଣୀ ବିହାର ଆରଓବି ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ମହାପାତ୍ର…

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। କିଛି ବର୍ଷ ପୂର୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ,…

ଓ୍ୱାନ ରାଙ୍କ, ଓ୍ୱାନ ପେନସନ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ୱାନ ରାଙ୍କ ୱାନ ପେନସନ (OROP) ବା ଏକ ପଦବୀ ଏକ ପେନସନ୍ ଯୋଜନାର ସଂଶୋଧନକୁ କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ଅନୁମୋଦନ ଦେଇଛନ୍ତି। ଏଥିରୁ ପ୍ରାୟ ୨୫ ଲକ୍ଷ ସେନା କର୍ମଚାରୀ ଉପକୃତ ହେବେ । ସରକାର କହିଛନ୍ତି ଯେ ସଂଶୋଧିତ OROP ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ…

ମମତାଙ୍କ ମିଶନ ପୂର୍ବୋତ୍ତର, ଜାନୁଆରୀରେ ତ୍ରିପୁରା ଗସ୍ତ କରିବେ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ବିଜୟ ପରେ ତୃଣମୂଳ କଂଗ୍ରେସ ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟ ଉପରେ ନଜର ରଖିଛି। ମେଘାଳୟ ଯାତ୍ରା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ତ୍ରିପୁରା ଗସ୍ତ ଉପରେ ଫୋକସ କରିଛନ୍ତି। ତ୍ରିପୁରାରେ ଟିଏମସିର ରାଜ୍ୟ ସଭାପତି ପୀୟୁଷ କଣ୍ଟି ବିଶ୍ୱ ଶୁକ୍ରବାର…

୬ ଦିନ ପୂର୍ବରୁ ଅନିଶ୍ଚିତକାଳ ପାଇଁ ମୁଲତବୀ ହେଲା ସଂସଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକସଭାରେ ସଂସଦର ଶୀତକାଳୀନ ଅଧିବେଶନରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଲୋକସଭା ବାଚସ୍ପତି ଓମ ବିର୍ଲା…

ମାଗଣା ରାସନ ଅବଧି ଆଉ ବର୍ଷେ ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ। କରୋନା ପାଇଁ…

ଏନଡିଟିଭିରୁ ଦୂରେଇବେ ପ୍ରତିଷ୍ଠାତା ଦମ୍ପତି, ନିଜର ସେୟାର ଏହି କାରଣ ପାଇଁ ଆଦାନୀଙ୍କୁ କରିବେ ବିକ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ ବା ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଡିସେମ୍ବର ୨୩ରେ ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ କମ୍ପାନୀରେ ଥିବା ଅଧିକାଂଶ ଅଂଶକୁ ବିଜନେସ ଟାଇକୁନ ଗୌତମ ଆଦାନୀଙ୍କୁ ବିକ୍ରି କରିଦେବେ । ଏହି ଅଂଶ ଏନଡିଟିଭି…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…