Latest Odisha News

BREAKING NEWS

କାଚ ବୋତଲ ଉପରେ ଚାଲି ବିଶ୍ୱ ରେକର୍ଡ କଲେ ଯୁବତୀ

ଚୀନ: କୌଣସି କାମ କରିବା ପାଇଁ ଯଦି ମାନସିକସ୍ତରରେ ଜଣେ ପ୍ରସ୍ତୁତ ତାହାହେଲେ ତାପାଖକୁ ସଫଳତା ଆପେ ଆପେ ଆସେ । ଏକଥାକୁ ପ୍ରମାଣିତ କରିଛନ୍ତି ଚୀନ୍‌ର ଜଣେ ସାଧାରଣ ଯୁବତୀ । ଲମ୍ବା ସମୟର ଅଭ୍ୟାସ ପରେ ଦେଢ ଫୁଟ ଉଚ୍ଚତା ଓ ପ୍ରାୟ ୧୦ ମିଟର କାଚ ବୋତଲ ଉପରେ ଚାଲି ସେ ବିଶ୍ୱ ରେକର୍ଡ଼ କରିବାରେ…

ଅଶ୍ୱୀନଙ୍କ ନାମରେ ଆଉ ଏକ କୀର୍ତିମାନ, ଭାରତର ପ୍ରଥମ ବୋଲର ଭାବେ ବାପାଙ୍କ ପରେ ଆଉଟ କଲେ ପୁଅଙ୍କୁ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଉ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ବିପକ୍ଷ ଦଳର ବାପା ଏବଂ ପୁଅଙ୍କୁ ଆଉଟ…

ମହିଳା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଘରୋଇ ସହାୟିକା

କଟକ: ଜିଲ୍ଲାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ତାଙ୍କ ଘରୋଇ ସହାୟକ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ହେବ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାମ କରୁଥିବା ସଞ୍ଜୁକ୍ତା ପାତ୍ର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅନେକ ସମୟରେ ମାଡ ମାରିବା ସହ…

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନିରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି । ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି ସତ ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି…

୨୫ କିଲୋମିଟର ଚାଲିଚାଲି ଆସିଲେ ଛାତ୍ର, ଉପଜିଲ୍ଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା

ବାରିପଦା: ଛାତ୍ରମାନେ ସ୍କୁଲର ସମସ୍ୟା ଜଣାଇବାକୁ ପ୍ରାୟ ୨୫ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସି ଭେଟିଛନ୍ତି ଉପଜିଲ୍ଲାପାଳଙ୍କୁ। ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ଜି.ପି. ହାଇସ୍କୁଲର ଛାତ୍ରମାନେ ବୁଧବାର ୨୫ କିଲୋମିଟର ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ…

ଭୂତ ଖେଳ ଖେଳୁଥିଲେ ଛାତ୍ର: ଅସୁସ୍ଥ ହୋଇପଡ଼ିଲେ ୩୬ ପିଲା, ସବୁ ଡାକ୍ତରଖାନାରେ

କଲମ୍ବିଆ: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି କାରଣରୁ ଏବେ ଅନ୍‌ଲାଇନ୍‌ରେ ସବୁକିଛି ଚାହିଁବା ମୁତାବକ ତୁରନ୍ତ ମିଳି ଯାଉଛି । ବେଳେବେଳେ ଅନ୍‌ଲାଇନ୍‌ରେ ଗେମ୍ ଖେଳି ଠକେଇର ଶୀକାର ହେବା କିମ୍ବା ଆତ୍ମହତ୍ୟା କଲା ଭଳି ଘଟଣା ସାମ୍ନାକୁ ଆସେ । କିନ୍ତୁ ଅଫ ଲାଇନ୍‌ରେ ବି ଭୁତ ବା ଅଶରୀରକୁ…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ୨୪ ଘଣ୍ଟିଆ ଓଟି ସେବା

ଭୁବନେଶ୍ୱର: ଏଣିକି ରାତିରେ ଗୁରୁତର ରୋଗୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଅପରେସନ ପାଇଁ ଆସିଲେ ଆଉ ଅନ୍ୟ ହସ୍ପିଟାଲକୁ ରେଫର ନହୋଇ ତାଙ୍କର କିଭଳି ଅପରେସନ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି। ଏଣିକି ଅସହାୟ ରୋଗୀ ଓ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା…

ବିରୋଧୀଙ୍କ ପ୍ରଶ୍ନ, ବ୍ଲକ ଓ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଫାଇଭ ଟି ସଚିବ କ’ଣ ଅଧିକ…

ଭୁବନେଶ୍ୱର: ନିକଟରେ ୫-ଟି ସଚିବଙ୍କ ୨୦ଟି ଜିଲ୍ଲା ଗସ୍ତ ଓ ସେ କରିଥିବା ଜନ ଶୁଣାଣିକୁ ନେଇ ଓଡ଼ିଶାର ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ ସଚିବ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ବରଂ ରାଜନୈତିକ ସଭା ଆୟୋଜନ କରୁଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ…

ଦିନିକିଆ କ୍ରିକେଟକୁ ଦିଆ ଯାଉଛି କି ସ୍ଲୋ ପଏଜନ

ମୁମ୍ବାଇ: ମେରିଲବୋନ କ୍ରିକେଟ କ୍ଲବର ଏକ ପଦକ୍ଷେପ କ୍ରିକେଟ ସମୀକ୍ଷକଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମସିସିର କେତେକ ନିଷ୍ପତି ପରୋକ୍ଷରେ ଦିନିକିଆ କ୍ରିକେଟ ପାଇଁ ସ୍ଲୋ ପଏଜନ ଭାବେ କାର୍ଯ୍ୟ କରିବ ବୋଲି ଆଶଙ୍କା କରାଯାଉଛି । ଏମସିିସି ଟେଷ୍ଟ କ୍ରିକେଟ ଓ ମହିଳା କ୍ରିକେଟ ପାଇଁ ଅତିରିକ୍ତ…

ସ୍ପେନ୍‌ରେ ଛୁଟି କାଟୁଛନ୍ତି ଆଦିତ୍ୟ-ଅନନ୍ୟା: ଫଟୋ କଲେ ସେୟାର

ମୁମ୍ବାଇ: ସ୍ପେନ୍‌ରେ ଛୁଟି କାଟୁଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିକଟରେ ସ୍ପେନ୍‌ରେ ଆୟୋଜିତ ଏକ ମ୍ୟୁଜିକ୍ କନସର୍ଟରେ ଯୋଗ ଦେଇଥିଲେ । ମ୍ୟୁଜିକ୍ କନସର୍ଟର ଫଟୋ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଦିତ୍ୟ-ଅନନ୍ୟାଙ୍କ…