Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଦରମା ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା କୋଲ ଇଣ୍ଡିଆ ଲିମିଟେଡର କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ…

ଦୁଇ ମାଲବାହୀ ଟ୍ରେନ ଧକ୍କା, ବାହନାଗା ପରି ବେଙ୍ଗଲରେ ସମାନ ତ୍ରୁଟି!

ଖଡଗପୁର: ରବିବାର ଭୋର ସମୟରେ ପଶ୍ଚିମବଙ୍ଗର ବାଙ୍କୁଡ଼ାର ଓନ୍ଦା ରେଳ ଷ୍ଟେସନରେ ଦୁଇଟି ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଖଡ଼ଗପୁର-ବାଙ୍କୁଡ଼ା- ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲୁପ ଲାଇନରେ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ ଆଉ ଏକ ମାଲଗାଡି ସେହି ଲୁପ ଲାଇନରେ…

ଶବ ସତ୍କାର କରି ପୁରୀରୁ ଫେରୁଥିବା ବେଳେ ଟ୍ରକ୍‌କୁ ପିଟିଲା କାର୍, ୫ ଗୁରୁତର କଟକ ସ୍ଥାନାନ୍ତର

କଟକ: ପୁରୀ ସ୍ୱାର୍ଗଦ୍ୱାରରୁ ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲା କାର୍। ଏହି ଘଟଣାରେ ୫ ଜଣ ଗୁରତର ଆହତ ହୋଇଛନ୍ତି। ଆଜି ସକାଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ,…

ଆଇଏମଏଫର ସର୍ତ୍ତ ପୂରଣ ପାଇଁ ପାକିସ୍ତାନର ଶେଷ ପ୍ରୟାସ, ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବାକୁ ଟାର୍ଗେଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଏମଏଫ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ଶେଷ ପ୍ରୟାସରେ ନିୟୋଜିତ ଅଛି। ପାକିସ୍ତାନ ଟ୍ୟାକ୍ସ ମାଧ୍ୟମରେ ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବ। ଏହାର ଅର୍ଥ ହେଉଛି ଏଠାରେ ଥିବା ଲୋକଙ୍କ ଉପରେ ଟ୍ୟାକ୍ସର ଭାର ବହନ କରିବାକୁ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ; ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ସେନ୍ସର ବୋର୍ଡକୁ ଲିଗାଲ୍…

କଟକ: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି ଅନେକ…

ମହାନାଟକର ମଧ୍ୟପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’ ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଣସର କାଳ ଦୀର୍ଘ ତେର ଦିନର ଭକ୍ତ ଓ ଭଗବାନଙ୍କ ବିଚ୍ଛେଦର ଅନ୍ତ ଘଟେ । ଉଭା ଅମାବାସ୍ୟାରେ ସେ ରଥାରୂଢ଼ ହେବା ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦିଅନ୍ତି । ତା’ପରେ ସେନାପଟା…

ଇ-ପାସପୋର୍ଟ ପ୍ରୋଗ୍ରାମ ୨.୦: ଖୁବଶୀଘ୍ର ଆରମ୍ଭ ହେବ ଚିପ୍‌ ସକ୍ଷମ ଇ-ପାସପୋର୍ଟ

ନୂଆଦିଲ୍ଲୀ: ଇ-ପାସପୋର୍ଟ ପାଇଁ ଆଉ କରିବାକୁ ପଡିବନି ଅପେକ୍ଷା। କାରଣ ଦେଶରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମ (ପିଏସ୍‌ପି ୨.୦)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲୋକେ ଚିପ୍ ଯୁକ୍ତ ଏକ ଇ-ପାସପୋର୍ଟ ପାଇବେ ବୋଲି ବିଦେଶ ବ୍ୟାପାର…

ଶିଶୁ କବିତା : ବରଷା ଆସିଲା

ତରୁଣ କୁମାର ମିଶ୍ର ମେଘ ବରଷିଲା ଟୁପୁରୁ ଟୁପୁରୁ କୁନା କୁନି ଭାରି ଖୁସି , ଝରକା ପାଖରେ ବସି କରି ଦୁହେଁ ବରଷାକୁ ଦେଖୁଛନ୍ତି । ଗଛରେ ପଡ଼ୁଛି ବରଷାର ପାଣି ତାତିରୁ ମୁକତି ପାଏ , ଆନନ୍ଦରେ ଡାଳ ପତର ହଲାଇ ମନଭରି ଗୀତଗାଏ । ଟିକି ଚଢ଼େଇଟି ଡାଳରେ ବସିକି ଝାଡ଼ଇ ଡେଣା…

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଲୁଘୁଚାପ କ୍ଷେତ୍ର ସୃଷ୍ଟି କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଗତକାଲି ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏ ଉତ୍ତରରେ ବୀରା ସନ୍ତୁଷ୍ଟ ହେଲାପରି ଲାଗୁଥିଲା । ଆଶାର କିରଣଟିଏ ପରି ଥିବା ଏ କ୍ଷୀଣ ସମ୍ଭାବନାଟିକୁ, ସେ ମନଭିତରେ ପାଳି ଚାଲିଥିଲା । ସେମାନେ ଆଉ ପ୍ରାୟ ପାଞ୍ଚ ମିନିଟ୍ ଯାଏଁ ସେଠାରେ ନୀରବରେ ଠିଆ ହୋଇ…