ନିରାପଦ ଦୀପାବଳି ପାଇଁ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ…
ଭୁବନେଶ୍ୱର: ଆଜି ଦୀପାବଳି। ବନ୍ଧୁ ପରିଜନ, ପରିବାର ବର୍ଗଙ୍କ ମେଳରେ ହସଖୁସିରେ କାଟିବାର ଦିନଟିଏ। ଆଲୋକର ଏହି ମହାପର୍ବ ଅମାବାସ୍ୟାର ଅନ୍ଧାରକୁ ଏଡ଼ିଦେଇ ପରିବେଶକୁ ଆଲୋକିତ କରିଦିଏ ।
ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। କିନ୍ତୁ ଅନେକ ସମୟରେ ଏହି ଶୁଭଦିନରେ…