ଦିଦିଙ୍କ ଅଭେଦ୍ୟ ଗଡ଼ରେ କେମିତି ଫୁଟିଲା ପଦ୍ମ? ଅମିତ ଶାହ ଏବଂ ସେହି ୫ ଜଣ ମାଷ୍ଟରମାଇଣ୍ଡ, ଯିଏ ରଚିଲେ ବେଙ୍ଗଲର ନୂଆ…
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆସିଛି ଏକ ବଡ଼ ଧରଣର ଭୂକମ୍ପ। ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଅଭେଦ୍ୟ ଦୁର୍ଗ ଶେଷରେ ଧରାଶାୟୀ ହୋଇଛି। ଆଉ ଏହି ଧ୍ୱଂସସ୍ତୂପ ଉପରେ ଉଡ଼ିଛି ବିଜେପିର ଗେରୁଆ ବାନା।…