Latest Odisha News

BREAKING NEWS

ଆୟୁଷ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର: ଆୟୁଷ ଡାକ୍ତରଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ସରକାରୀ ଡାକ୍ତରଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏୟାରଫିଲ୍ଡ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ଜଣକ କ୍ଷମାନିଧି ସେଠୀ ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ପୁରୀ ଜିଲ୍ଲାର କଣାସ ସିଏଚସିରେ…

ମୋଟା ଲୋକଙ୍କ ପାଇଁ ଖୁସି ଖବର ! ହେବନି ହୃଦ୍‌ରୋଗ, ଚମକାଇଲା ଗବେଷଣା

ନୂଆଦିଲ୍ଲୀ: ମୋଟାପଣକୁ ନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଚକିତ କରିଦେଉଥିବା ଖୁଲାସା ହୋଇଛି। ଏହି ଅଧ୍ୟୟନରେ ମୋଟାପଣ ଓ ହୃଦ୍‌ରୋଗର ସମ୍ପର୍କକୁ ଚ୍ୟାଲେଞ୍ଜ କରାଯାଇଛି। ସାଧାରଣତଃ ଧାରଣା କରାଯାଏ ଯେ ମୋଟାପଣ ହୃଦ୍‌ରୋଗ ଓ ଉଚ୍ଚ କୋଲେଷ୍ଟ୍ରଲର ବିପଦ ବଢ଼ାଏ, କିନ୍ତୁ ନିକଟରେ ହୋଇଥିବା ଏକ…

ପୃଥିବୀର ୧୨୦ କୋଟି କିଲୋମିଟର ଦୂରରେ ରହସ୍ୟମୟ ଘଟଣା, ବୈଜ୍ଞାନିକ ତାଜୁବ

ନୂଆଦିଲ୍ଲୀ: ପୃଥିବୀରୁ ପ୍ରାୟ ୧୨୦ କୋଟି କିଲୋମିଟର ଦୂରରେ, ସୌରମଣ୍ଡଳର ରହସ୍ୟମୟ ଚନ୍ଦ୍ର ଟାଇଟାନ୍‌ରେ ଏକ ଏଭଳି ଆବିଷ୍କାର ହୋଇଛି ଯାହା ବିଜ୍ଞାନର ପୁରୁଣା ଧାରଣାକୁ ବଦଳାଇ ଦେଇଛି। ନାସାର ଜେଟ୍ ପ୍ରୋପଲସନ୍ ଲାବୋରେଟୋରୀ ଓ ସ୍ୱିଡେନ୍‌ର ଚାଲମର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ…

ଗୁଗୁଲରେ ଇଣ୍ଟର୍ଣ୍ଣଶିପ୍ କରିବାର ବଡ଼ ସୁଯୋଗ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଗୁଗୁଲ ସମର୍ ୨୦୨୬ ପାଇଁ ସଫ୍ଟୱେୟାର ଇଞ୍ଜିନିୟର ପିଏଚଡି ଇଣ୍ଟର୍ଣ୍ଣଶିପ୍ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ଇଣ୍ଟର୍ଣ୍ଣଶିପ୍ ଭାରତର ତିନି ପ୍ରମୁଖ ଟେକ୍ ସହର – ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେରେ ଆୟୋଜିତ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ…

ଏସିଆ କପ ବିବାଦ: ବାସନ୍ଦ ହେଲେ ହ୍ୟାରିଶ ରୌଫ, ସୂର୍ଯ୍ୟକୁମାରଙ୍କୁ ଜରିମାନା

ଦୁବାଇ: ଏସିଆ କପ ବିବାଦ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନର ପେସ ବୋଲର ହ୍ୟାରିସ ରୌଫଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୟାରିଶଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେୁ ନଭେମ୍ବର ୪ ଓ ୬ରେ ହେବାକୁ ଥିବା ମ୍ୟାଚରେ ସେ…

ଯଦି ପୂରା ବିଶ୍ୱରେ ପରମାଣୁ ଆକ୍ରମଣ ହୁଏ, କେଉଁ ଦେଶ ରହିବ ସୁରକ୍ଷିତ ? ପୂର୍ବରୁ ହୋଇଛି ପ୍ଲାନିଂ

ନୂଆଦିଲ୍ଲୀ: ବିଶ୍ୱର ବଡ଼ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ସହିତ ସମ୍ଭାବ୍ୟ ପରମାଣୁ ସଂଘର୍ଷର ଆଶଙ୍କା ପୁଣି ଥରେ ସାରା ବିଶ୍ୱକୁ ଡରାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପାକିସ୍ତାନ ଉପରେ ପରମାଣୁ ପରୀକ୍ଷଣ କରିବାର ଅଭିଯୋଗ ଲଗାଇଛନ୍ତି ଏବଂ ଏହାର…

Maoist ordnance factory: ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ; ୧୭ ରାଇଫଲ୍…

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଜିଲ୍ଲା ପୋଲିସ ବାହିନୀ ଏବଂ DRG (ଜିଲ୍ଲା ରିଜର୍ଭ ଗ୍ରୁପ୍) ର ଏକ ମିଳିତ ଦଳ ଗୋମଗୁଡ଼ା ଅଞ୍ଚଳର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଏକ ବେଆଇନ…

ବିଳାସପୁର ଟ୍ରେନ୍‌ ଦୁର୍ଘଟଣାରେ ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।…

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା ସିଏଚଏସଇ…

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ୨୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଥିବା…

ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ…