ନିଆରା ବାହାଘର, QR କୋଡରେ ଗିଫ୍ଟ ଦେଲେ ଅତିଥି…
ନୂଆଦିଲ୍ଲୀ: କେରଳର ଜଣେ ବାପା ତାଙ୍କ ଝିଅ ବାହାଘରରେ ସାର୍ଟ ପକେଟରେ QR କୋଡ୍ ଲଗାଇ ଅତିଥିମାନଙ୍କଠାରୁ ଡିଜିଟାଲ୍ ମାଧ୍ୟମରେ ଟଙ୍କା ସଂଗ୍ରହ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଭାଇରାଲ୍ ଭିଡିଓରେ କନ୍ୟାଙ୍କ ବାପା ତାଙ୍କ ସାର୍ଟ ପକେଟରେ Paytm QR…