Latest Odisha News

BREAKING NEWS

ନୂଆପଡା ଡାକ୍ତରଖାନା ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡ ମୃତ

ନୂଆପଡା: ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ପଲାସାଗୁଡ଼ା ଗାଁର ଲଘୁତମ ସାହୁ । ସୂଚନାଥାଉକି, ଲଘୁତମ ସାହୁ ଗତ ୫ ମାସ ଧରି ତାଙ୍କର…

ଦୁର୍ବଳତାକୁ ହତିଆରା କଲା ଟିମ୍ ଇଣ୍ଡିଆ, ଫାଇନାଲରେ ଦମଦାର ଫିଲ୍ଡିଂ ଆଣିଦେଲା ବିଶ୍ୱକପ୍

ମୁମ୍ବାଇ: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ରେ ଭାରତୀୟ ଦଳର ଫିଲ୍ଡିଂ ସବୁବେଳେ ପ୍ରଶ୍ନବାଚୀ ହୋଇ ରହିଥିଲା। କ୍ୟାଚ୍ ମିସ୍ ଓ ମିସ୍‌ଫିଲ୍ଡିଂ ଯୋଗୁଁ ଫାଇନାଲ ପହଞ୍ଚିବା ନେଇ ସନ୍ଦେହ ଥିଲା। କିନ୍ତୁ ବଡ଼ ମ୍ୟାଚ୍‌ରେ ଏହି ଦୁର୍ବଳତାକୁ ଶକ୍ତିରେ ବଦଳାଇ ଦଳ ପ୍ରଥମ ସଫଳତା ହାସଲ କରିଛି। ନାଭି…

Liquid ganja seized: ଓଡ଼ିଶାରେ ପ୍ରଥମ; ୮ କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ

ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍‌ ପ୍ରକାଶ…

Nuapada bypoll: ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ଜୟଙ୍କୁ ଜିତାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ

ନୂଆପଡ଼ା: ଆମେ ଆଦିବାସୀ ପ୍ରାର୍ଥୀ କରିଛୁ ବୋଲି ଆଜି ତଥାକଥିତ ଆଦିବାସୀ ବିରୋଧୀ କଂଗ୍ରେସ କହୁଛି । କିନ୍ତୁ ସେହି କଂଗ୍ରେସ ଦଳ ୫୦ ବର୍ଷ ଧରି ଶାସନରେ ଥିବା ସତ୍ୱେ ଆଦିବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରାଳୟ ଖୋଲି ପାରିଲେ ନାହିଁ। ବିଜେପି ସରକାର ଆସିବା ପରେ ପ୍ରଥମ ଥର ଆଦିବାସୀ ମନ୍ତ୍ରାଳୟ…

Women’s World Cup: ମହିଳା ବିଶ୍ୱକପ କ୍ରିକେଟ: ଚମକିଲେ ଦୀପ୍ତି, ଭାରତ ପ୍ରଥମ ଥର ବିଶ୍ୱ ଚାମ୍ପିୟନ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଏଥିସହ ଭାରତୀୟ ମହିଳା କ୍ରିକେଟର ଏକ ସ୍ମରଣୀୟ ଅଧ୍ୟାୟ ଆରମ୍ଭ କରିଛି । ଲୌରା ଭଲଭର୍ଟ ଆକର୍ଷଶଣୀୟ ଶତକ ହାସଲ କରିଥିଲେ ମଧ୍ୟ ତାହା ଦଳର ବିଜୟ…

ଇତିହାସ ରଚିଲା ଇସ୍ରୋ, ଉତକ୍ଷେପଣ ହେଲା ସବୁଠାରୁ ଓଜନଦାର ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ସନ୍ଧ୍ୟା ୫.୨୬ ସମୟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ସ୍ୱଦେଶୀ ସଞ୍ଚାର ଉପଗ୍ରହ ସିଏମ୍ଏସ-୦୩(GSAT-7R)କୁ ସଫଳତାର ସହିତ ଉତକ୍ଷେପଣ କରିଛି। ତେବେ ଏହାର ଓଜନ ପ୍ରାୟ ୪୪୧୦ କିଲୋଗ୍ରାମ ହୋଇଥିବା…

Puri Jagannath Temple: ପୁରୀରେ ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ; ନିୟନ୍ତ୍ରଣ ପାଇଁ ସଂପ୍ରସାରଣ ହେଲା ବ୍ୟାରିକେଡ୍

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏନେଇ ପୁରୀରେ ଅସମ୍ଭାଳ ଭିଡ଼ । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା । କେତେକ ଭକ୍ତ ସିଂହଦ୍ଵାର ବ୍ୟାରିକେଡ୍ ରେ ନଯାଇ ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା…

କାର୍ତ୍ତିକ ମାସ ଶେଷ ହେବା ପରେ ଗଣତିମଣତି ଆରମ୍ଭ ହେବ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ରତ୍ନ ଭଣ୍ଡାର ମୂଲ୍ୟବାନ ସାମଗ୍ରୀର ଗଣତିମଣତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଥିବା ନେଇ ରବିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏଥିରେ ରତ୍ନ ଭଣ୍ଡାର ଭିତରେ ତାଲିକା ପ୍ରକ୍ରିୟା ପରିଚାଳନା କରାଯିବ ଓ ଏହି…

Road Accident: ଭୀଷଣ ସଡ଼କ ଦୁର୍ଘଟଣା; ଟେମ୍ପୋ ଟ୍ରାଭେଲର୍ ରେ ଥିବା ୧୫ ଜଣଙ୍କ ମୃତ୍ୟୁ

ଯୋଧପୁର: ରବିବାର ବିଳମ୍ବିତ ସନ୍ଧ୍ୟାରେ ଫାଲୋଦି ଜିଲ୍ଲାର ମତୋଡା ଥାନା ଅଞ୍ଚଳରେ ଭାରତମାଳା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଅନ୍ୟ…

ରଣଜୀ ଟ୍ରଫି: ଓଡିଶାର ପୂନର୍ବାର ବ୍ୟାଟିଂ ବିପର୍ଯ୍ୟୟ

କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆନ୍ଧ୍ରର ପ୍ରଥମ ଇନିଂସ ସ୍କୋର ୪୭୫ ରନ ଜବାବରେ ଓଡିଶା ୪ ୱିକେଟ ହରାଇ ୮୦ ରନ କରିଛି । ସନ୍ଦୀପ ପଟ୍ଟନାୟକ ୨୪ ଓ ଗୋବିନ୍ଦ…