Hockey Asia Cup 2025:ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରା ବଜାୟ ରଖିଲା ଭାରତ
ଭୁବନେଶ୍ବର: ଅଧିନାୟକ ହରମନପ୍ରୀତ ସିଂ (5',46')ଙ୍କ ଦୁଇଟି ଗୋଲ ବଳରେ ଭାରତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ପୁଲ ଏରେ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ ।
ହରମନପ୍ରୀତ ମ୍ୟାଚର ୫…