ଆସନ୍ତୁ ଜାଣିବା କଣ ପାଇଁ ଦଣ୍ଡିତ ହେଲେ ହାର୍ଦ୍ଦିକ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଣ୍ଡିତ ହୋଇଛନ୍ତି । କେକେଆର ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ୧୦ମ ଓଭରରେ ରନ ଅପ ଦିଗକୁ ଆସିବା ବେଳେ ଆକ୍ରୋଶରେ ବେଲ୍ସକୁ ତଳେ ପକାଇ ଦେଇଥିଲେ । ଏଥିପାଇଁ ତାଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କ ମ୍ୟାଚ ଫିସର…