Latest Odisha News

BREAKING NEWS

ସ୍ପେନରେ ଦେଖିବାକୁ ମିଳିଲା ବିଲୁପ୍ତପ୍ରାୟ ଧଳା ଇବେରିୟନ ଲିନକ୍ସ

ନୂଆଦିଲ୍ଲୀ: ସ୍ପେନର ପାହାଡିଆ ଅଂଚଳ ଜାଏନରୁ ଏକ ସନ୍ତୋଷଜନକ ଖବର ହସ୍ତଗତ ହୋଇଛି । ଯାହାକି ପ୍ରାଣୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଦୀର୍ଘ ଦିନ ପରେ ଏଠାରେ ଧଳା ରଙ୍ଗର ଇବେରିୟନ ଲିନକ୍ସ ନାମକ ବିଲୁପ୍ତ ପ୍ରାୟ ଜୀବକୁ ଦେଖିବାକୁ ମିଳିଛି । ଜଙ୍ଗଲୀ ବିଲେଇ ପରି ଦେଖାଯାଉଥିବା ଏହି…

Ind-US Deal: ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ୍ କଲେ ଭାରତ-ଆମେରିକା, ପୂର୍ବରୁ କେବେ ହୋଇନଥିଲା ଏମିତିକା ଡିଲ୍…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିବା ପରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହା ଘୋଷଣା କରିଛନ୍ତି। ଚୁକ୍ତି ଅନୁଯାୟୀ, ଉଭୟ…

ମନ ଭାଙ୍ଗିଗଲା, ଆଉ ବିଶ୍ୱକପ ଖେଳିବେନି ଏହି ମହାନ ଖେଳାଳି

ନୂଆଦିଲ୍ଲୀ: ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୮ ବର୍ଷ ପରେ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଅଷ୍ଟ୍ରେଲିଆ ୩୩୯ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲ ।…

SI Exam Scam Case: SI ପରୀକ୍ଷା କେଳେଙ୍କାରୀ ମାମଲା: CBIକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: SI ପରୀକ୍ଷା କେଳେଙ୍କାରୀ ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। ତଦନ୍ତରେ ସହଯୋଗ କରାଯିବ ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ। ଆନ୍ତଃରାଜ୍ୟ ଲିଙ୍କ୍ ଥିବା ପୂର୍ବରୁ କହିଥିଲୁ ବୋଲି କହିଛନ୍ତି…

Statue of Unity କାହିଁକି ସ୍ୱତନ୍ତ୍ର?, ଆସନ୍ତୁ ଜାଣିବା ବିଶ୍ବର ସବୁଠୁ ଉଚ୍ଚ ସର୍ଦ୍ଦାର ପଟେଲଙ୍କ ଏହି…

ନୂଆଦିଲ୍ଲୀ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ । ଏଥିପାଇଁ ଗୁରୁରାଟ ସ୍ଥିତ ବିଶ୍ବର ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆଜି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି କେବଳ ସର୍ଦ୍ଦାର ପଟେଲଙ୍କ ଅନନ୍ୟ ଅବଦାନର…

କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ…

ଚିନ୍ତା ବଢ଼ାଇଲା ଷ୍ଟଡି: ମୋବାଇଲ ଫୋନ ଚୋରୀ କରୁଛି ଆମର ଗୋପନୀୟତା

ନୂଆଦିଲ୍ଲୀ: ମୋବାଇଲ ଫୋନ ଆମର ଗୋପନୀୟତା ଚୋରୀ କରୁଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏ ନେଇ ଏକ ଷ୍ଟଡି କରାଯାଇଥିଲା । ଯାହାକି ଫୋନ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ଲୋକେଶନ ପରିମିଶନ ମାଗୁଥିବା ଆଣ୍ଡ୍ରଏଡ ଆପ୍ସ ୟୁଜର୍ସଙ୍କ ଅନୁମତି ବିନା ଗୋପନୀୟ ତଥ୍ୟ ପଦାରେ ପକାଉଛି । ସାଇବର…

ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋରେ ଶୁକ୍ରବାର ଦିନ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋରୋର କଲେଜ ସ୍କୋୟାର ଅଞ୍ଚଳର NH 16 ରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସେଠି ବୋଲି ଜଣାପଡ଼ିଛି। ଯିଏ…

Pak-Afghan Ceasefire: ଶେଷରେ ପଡିଲା ପୂର୍ଣ୍ଣଚ୍ଛେଦ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହେଲା ଯୁଦ୍ଧବିରାମ…

ନୂଆଦିଲ୍ଲୀ: ବାକ୍ ଯୁଦ୍ଧ, ଯୁକ୍ତିତର୍କ, ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଦୁଇ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ଏକ ଯୁଦ୍ଧବିରାମ ବଜାୟ ରଖିବାକୁ ରାଜି ହୋଇଛନ୍ତି। ଏହା ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି। ପୂର୍ବରୁ…

Ration KYC Deadline End: ସରିବାକୁ ଯାଉଛି ଡେଡ୍‌ଲାଇନ୍: ଇ-କେୱାଇସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର: ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି…