ସମର କୋର୍ସ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ଆନ୍ଧ୍ରକୁ ଶିଶୁ ଚାଲାଣ ବେଳେ ୧୪ ଜଣ ଉଦ୍ଧାର
ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ମାଲକାନଗିରି ଜିଲ୍ଲାରେ ଏକ ବସ୍ ରୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କ ସହ ପୋଲିସ ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଏବଂ ଚାଇଲ୍ଡ ହେଲ୍ପଲାଇନ୍ର…