Biggest Instagram Features to Stop: Instagram ବ୍ୟବହାରକାରୀଙ୍କ ପାଇଁ ବଡ଼ ଝଟକା, ବନ୍ଦ୍ ହେବ ଏହି…
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା Instagram ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। କମ୍ପାନୀ ନିଶ୍ଚିତ କରିଛି ଯେ ମେ ୮ ପରେ Instagram ମେସେଜିଂରୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ (E2EE) ସମର୍ଥନ ହଟାଇ ଦିଆଯିବ। ଏହି ପରିବର୍ତ୍ତନର ଅର୍ଥ ହୋଇପାରେ ଯେ…