Latest Odisha News

BREAKING NEWS

ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶର ସମସ୍ତ କ୍ରୀଡ଼ା ସଂସ୍ଥାଗୁଡ଼ିକୁ ସ୍ୱଚ୍ଛତା ଓ ସୁପରିଚାଳନା ପାଇଁ 'ରାଷ୍ଟ୍ରୀୟ ଖେଳ ପ୍ରଶାସନ ଅଧିନିୟମ-୨୦୨୫' ଅଧୀନକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଏହି ଆଇନ ଲାଗୁ ହେବ ନାହିଁ। ଓଡ଼ିଶା…

Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ

ମାଥିଲି:ମାଓ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା କିରିମିଟି କାଦଭଟା ଜଙ୍ଗଲରେ ଡିଭିଏଫ୍‌ ଏକ ମାଓ ଡମ୍ପ ଠାବ କରିଛି। । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଆଧାରରେ ଏହି ଅଭିଯାନ ହୋଇଥିବା ସୂଚନା ରହିଛି । ମାଲକାନଗିରି ଡିଭିଏଫ୍ ଟିମ୍…

ନେପାଳରେ ଭୟଙ୍କର ବନ୍ୟା; ଦେଖୁଦେଖୁ ଭାସିଗଲା ଘର ଓ ପାୱାର ପ୍ରୋଜେକ୍ଟ

କାଠମାଣ୍ଡୁ: ଭୟଙ୍କର ବନ୍ୟା ନେପାଳରେ ତାଣ୍ଡବ ରଚିଛି।ରସୁୱା ଜିଲ୍ଲାର ତିମୁରେ ଏବଂ ସ୍ୟାଫ୍ରୁବେସିରେ ହଠାତ୍ ବନ୍ୟା ଆସିବା ଫଳରେ ନିମିଷକେ ଘର, ଗାଡ଼ି, ବ୍ରିଜ୍ ଓ ପାୱାର ପ୍ରୋଜେକ୍ଟ ଭାଙ୍ଗିଯାଇଛି। ଏହି କ୍ଷୟକ୍ଷତିର ଭୟଙ୍କର ଭିଡିଓ ସାମ୍ନାକୁ ଆସୁଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ…

Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ…

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ବିରୋଧରେ ଅଯୋଗ୍ୟତା ଦାବି ମାମଲାରେ ବଡ଼ ମୋଡ଼ ଆସିଛି। TMC ସାଂସଦ ଅଭିଷେକ ବାନାର୍ଜୀଙ୍କ ଆବେଦନ ପରେ ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାର ଦିନକ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୦ ଜଣ ସାଂସଦଙ୍କୁ…

Kirana Hills: ପାକିସ୍ତାନର ପରମାଣୁ ଠିକଣାକୁ ଆକ୍ରମଣ କରିଥିଲା କି ଭାରତ? ଅପରେସନ ସିନ୍ଦୂରର ଗୁମର ଖୋଲିଲେ ପୂର୍ବତନ…

ନୂଆଦିଲ୍ଲୀ: ଗତବର୍ଷ ହୋଇଥିବା ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର କିରାନା ହିଲ୍ସ ଅଞ୍ଚଳରେ ଭାରତୀୟ ଏକ ଲୋଇଟରିଂ ମ୍ୟୁନିସନ୍ ଆଘାତ କରିଥିଲା। ତେବେ ଏହା କିରାନା ହିଲ୍ସକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣ ନଥିଲା, ବରଂ ଦୁର୍ଘଟଣାବଶତଃ ଏହା ସେଠାରେ ପଡ଼ିଥିଲା ବୋଲି ପୂର୍ବତନ ଚିଫ୍ ଅଫ୍…

Blast At Hospital: ହସ୍ପିଟାଲରେ AC ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୧୫ କଅଁଳ ଶିଶୁଙ୍କ ଜୀବନ…

ନୂଆଦିଲ୍ଲୀ: ପଡୋଶୀ ଦେଶରେ ହୃଦୟ ବିଦାରକ ଘଟଣା । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ସକାଳେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ଇସଲାମାବାଦର ପ୍ରମୁଖ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS) ହସ୍ପିଟାଲରେ ନିଆଁ ଲାଗି ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ…

ଜମି ଜାଲିଆତି ଘଟଣା; ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଜିଲ୍ଲାରେ ୪.୪୦ ଏକର ରେକର୍ଡ ଜମିରପଞ୍ଜୀକରଣରେ ଅନିୟମିତତା ଅଭିଯୋଗରେ ଓଡ଼ିଶା ସରକାର ଜଣେ ତହସିଲଦାର-କମ୍-ଏକ୍ସ-ଅଫିସି ଓ ସବ-ରେଜିଷ୍ଟ୍ରାରଙ୍କ ସମେତ ଦୁଇଜଣ ରାଜସ୍ୱ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଅଗଷ୍ଟ ୨୫ ତାରିଖରେ ଜାରି ହୋଇଥିବା ପୃଥକ ନିଲମ୍ବନ ଆଦେଶ…

ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ବିରୋଧରେ NBW ଜାରି

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଶରଣକୁଳ ଥାନା ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରାଯାଇଛି। କ୍ରାଇମବ୍ରାଞ୍ଚ ମହିଳା ବିରୋଧୀ କ୍ରାଇମୱାରେଣ୍ଟ (CAW) ସମାନ ଅଭିଯୋଗରେ NBW ଜାରୀ କରିଛି। ଏନେଇ ADG (କ୍ରାଇମବ୍ରାଞ୍ଚ CAW) ଏସ. ସାଇନି…

ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ସୁନ୍ଦରଗଡ଼ର ଏକ ହସ୍ପିଟାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଚିକିତ୍ସା ପାଇଁ ସେଠାକୁ ନିଆଯାଉଥିବା ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।ସୁନ୍ଦରଗଡ଼ ଜିଲ୍ଲାର ସଦର …