ଆଗକୁ ଆସୁଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ; ଏଲ୍ ନିନୋ ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲା ଭାରତ
ନ୍ୟୁୟର୍କ: ଆଗାମୀ ଦିନରେ ସମଗ୍ର ବିଶ୍ୱ ଏକ ଭୟଙ୍କର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ୟୁକ୍ରେନ୍ ଯୁଦ୍ଧ, ଇରାନ-ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ 'ସୁପର ଏଲ୍ ନିନୋ'ର ଦୁଷ୍ପ୍ରଭାବ କାରଣରୁ ବିଶ୍ୱବ୍ୟାପୀ ଖାଦ୍ୟ ଏବଂ ଇନ୍ଧନ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ବାଧାପ୍ରାପ୍ତ ହେବ । ଆମେରିକାର…