Latest Odisha News

BREAKING NEWS

କିଏ ଜିତିବ ବିହାର ନିର୍ବାଚନ, ସଟ୍ଟା ବଜାରରେ ଓଲଟା ଭବିଷ୍ୟବାଣୀ

ନୂଆଦିଲ୍ଲୀ: କିଏ ଜିତିବ ବିହାର ନିର୍ବାଚନ ? ଏହାକୁ ନେଇ ପୂରା ଦେଶରେ ଲୋକଙ୍କ ଭିତପେ ଉତ୍ସାହ ରହିଛି । ଏହାରି ଭିତରେ ଅନେକ ନଜର ରହିଛି ରାଜସ୍ଥାନର ଫଲୋଦୀ ସଟ୍ଟା ବଜାର ଉପରେ । କାହିଁକି ନା ଆମ ଦେଶରେ ଯେତେବେଳେ ବି କୌଣସି ସ୍ଥାନରେ ବଡ଼ ନିର୍ବାଚନ ହେବାକୁ ଥାଏ, ସେତେବେଳେ ଫଲୋଦୀ ସଟ୍ଟା…

ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫: ‘ଐତିହ୍ୟ ଏବଂ ଆଶାର ଯାତ୍ରା’ ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

ମୁମ୍ବାଇ/ଭୁବନେଶ୍ବର: ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି । ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ (IMW) 2025ରେ ଓଡ଼ିଶା ରାଜ୍ୟ ଷ୍ଟଲ୍ ଏହାର…

Tiger Census: ଡେବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ, ସାମିଲ ହେବେ ବିଭିନ୍ନ ଶିକ୍ଷାନୁଷ୍ଠାନର ୪୬ ଜଣ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ଆସନ୍ତାକାଲିର ବନ୍ୟପ୍ରାଣୀ ପାଇଁ ଆଜିର ସଂରକ୍ଷଣ ବାର୍ତ୍ତା ନେଇ ଡିଭିଜନ ପକ୍ଷରୁ ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର…

ଦାଉଦଙ୍କ ସମର୍ଥନରେ ବୟାନ ଦେବା ପରେ ଏବେ କଥା ବଦଳାଇଲେ ମମତା

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସପକ୍ଷରେ ବୟାନ ଦେଇ ବଲିଉଡ ଅଭିନେତ୍ରୀ ମମତା କୂଲକର୍ଣ୍ଣି ଫସିଛନ୍ତି । ବିଭିନ୍ନ ମହଲରୁ ଆଲୋଚନା ହେବା ପରେ ମମତା ଏବେ କଥା ବଦଳାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନର ଭୁଲ ଅର୍ଥ ବାହାର କରାଯାଇଛି । ମୁଁ ଦାଉଦ ନୁହେଁ…

Subhadra Mela: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା; ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା। ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଦର୍ଶନୀ ପଡିଆରେ ନଭେମ୍ବର ୧ରୁ ୧୨ ଯାଏ ଚାଲିବ କାର୍ଯ୍ୟକ୍ରମ। ରାଜ୍ୟର ୩୦୦ରୁ ଅଧିକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେବେ। ଓଡ଼ିଶା ବ୍ୟତୀତ ଆଉ ୧୧ଟି ରାଜ୍ୟର ମହିଳାମାନଙ୍କୁ ସାମିଲ କରାଯିବା ନେଇ…

Ginger benefits: ଏହି ୧୦ ସମସ୍ୟା ଦୂର କରିବ ‘ଅଦା’

ଭୁବନେଶ୍ବର: ଅଦା କେବଳ ଏକ ମସଲା ନୁହେଁ, ବରଂ ଏହା ଏକ ପ୍ରାକୃତିକ ଔଷଧ ଭାବରେ ମଧ୍ୟ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ତେଣୁ ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଅଦାରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ଅଛି,…

BRIBERY CASE: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସେକ୍ସନ ଅଫିସର, ୩ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ଏକ ଲାଞ୍ଚ ମାମଲାରେ ବଲାଙ୍ଗୀର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବଲାଙ୍ଗୀର ଜିଲ୍ଲା ଅଗଳପୁର ତହସିଲ କାର୍ଯ୍ୟାଳୟର ପୂର୍ବତନ ସେକ୍ସନ ଅଧିକାରୀ କିଶୋର ଚନ୍ଦ୍ର ଖାରସେଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ କୋର୍ଟ କିଶୋରଙ୍କୁ ଆର୍ଥିକ ଜରିମାନାରେ…

Sakhigopal Radha pada darshan: ସଜେଇ ହେଉଛି ସାକ୍ଷୀଗୋପାଳ; କାଲି ମା’ରାଧାରାଣୀଙ୍କ ଓଡ଼ିଆଣୀ ବେଶ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ । ପବିତ୍ର ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ମା' ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ବର୍ଷକୁ ଗୋଟିଏ ଥର ସାକ୍ଷୀଗୋପିନାଥ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ସହ ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ…

ବିକାଶ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବ ପୂର୍ତ୍ତ ବିଭାଗ, ପ୍ରତ୍ୟେକ ନୂତନ ରାସ୍ତା ପାର୍ଶ୍ୱରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର: ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ ଯୋଗୁଁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଉଛି। ତେଣୁ ଏହି ସମସ୍ୟାର ମୁକାବିଲା କରିବା ଏବଂ ଓଡ଼ିଶାକୁ ପରିବେଶ…

Tiger footprints spotted: ଠାକୁରମୁଣ୍ଡାରେ ମହାବଳ ବାଘ ଆତଙ୍କ; ପାଦଚିହ୍ନ ଦେଖି ଲୋକେ ଭୟଭୀତ

ମୟୂରଭଞ୍ଜ:ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି। ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର…