Latest Odisha News

BREAKING NEWS

Trump Tariff: ଟ୍ରମ୍ପଙ୍କ ଟାରିଫ ନୀତି ବିରୋଧରେ କାହିଁକି ଆମେରିକା କୋର୍ଟ ରାୟ ଦେଲେ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଅବୈଧ। ବିଦେଶୀ ଦେଶମାନଙ୍କ ଉପରେ ଲଗାଇଥିବା ଟାରିଫ୍‌କୁ ଆମେରିକୀୟ ଅଦାଲତ ଅବୈଧ ବୋଲି କହିଛନ୍ତି। ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଜିନିଷ ଉପରେ ଟାରିଫ୍ ଲଗାଇବା ପାଇଁ ୧୯୭୭ର ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ…

LICର ଏହି ଯୋଜନାରେ..ଆପଣଙ୍କୁ ମିଳିବ ଜୀବନସାରା ୧ଲକ୍ଷ ପେନସନ

ଭୁବନେଶ୍ବର: ଅବସର ପରେ ଟଙ୍କା ଚିନ୍ତାର ଅନ୍ତ କରିବା ପାଇଁ, LIC ର ଏକ ସ୍ୱତନ୍ତ୍ର ଯୋଜନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଏହି ଯୋଜନାର ନାମ ହେଉଛି LIC ଜୀବନ ଶାନ୍ତି ଯୋଜନା (LIC Jeevan Shanti Plan)। ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ​​ହେଉଛି ଆପଣଙ୍କୁ କେବଳ ଥରେ ଟଙ୍କା…

୧୮ ବର୍ଷ ପରେ ହରଭଜନଙ୍କ ଚାପୁଡ଼ା ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୦୮ ଆଇପିଏଲରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବାର ଅଦେଖା ଭିଡିଓ ୧୮ ବର୍ଷ ପରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହରଭଜନ ଏହି ଘଟଣା ପାଇଁ ଶ୍ରୀସାନ୍ତଙ୍କୁ ବାରମ୍ବାର କ୍ଷମା…

Anti-Drug Drive: ସାବାଡ୍ ହେବେ ନିଶାଡି: ଭୁବନେଶ୍ବରକୁ ନିଶାମୁକ୍ତ କରିବ ‘ଅପରେସନ ପ୍ରହାର’, ପହିଲାରୁ ରାଜ୍ୟବ୍ୟାପୀ…

ଭୁବନେଶ୍ବର:  ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ । ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ…

Kidney stone: କିଡନୀ ଷ୍ଟୋନ ୟୁରିନ ମାଧ୍ୟମରେ ବାହାରି ଯିବ ନା ସର୍ଜରୀ ହେବ.. ! ଏହିପରି ଜାଣିପାରିବେ…

ଭୁବନେଶ୍ବର:ୟୁରିନରେ ଉପସ୍ଥିତ ସଲ୍ଟ ଏବଂ ମିନରଲ୍ସ ଜମା ହେବା ଯୋଗୁଁ କିଡନୀ ଷ୍ଟୋନ ସୃଷ୍ଟି ହୁଏ, ଯାହା ସମୟ ସହିତ ପଥର ପରି କଠିନ ହୋଇଯାଏ। ପ୍ରାରମ୍ଭରେ, ଏଗୁଡ଼ିକ ବହୁତ ଛୋଟ ହୋଇପାରେ, କିନ୍ତୁ ଯଦି ସମୟ ମଧ୍ୟରେ ଏହାର ଯତ୍ନ ନନିଆଯାଏ, ତେବେ ଏହା ଧୀରେ ଧୀରେ ଆକାରରେ ବଡ଼ ହୋଇଯାଏ। ଏହାର…

ବିବାଦରେ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ, କହିଲେ ଅମିତ ଶାହଙ୍କ ମୁଣ୍ଡକାଟ ହେଉ; ବର୍ଷିଲା ବିଜେପି

ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ…

ଓସ୍କାର ଦୌଡ଼ରେ ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ କାହାଣୀ

ଭୁବନେଶ୍ୱର: ପାପୁଆ ନ୍ୟୁ ଗିନିର ପ୍ରଥମ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଓସ୍କାରରେ ‘ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର’ ବିଭାଗରେ ମନୋନୀତ ହୋଇ ଇତିହାସ ରଚିଛି। ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ ଏହି ଚଳଚ୍ଚିତ୍ର ଓଡ଼ିଆ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ ସହ-ନିର୍ମାଣରେ ତିଆରି ହୋଇଛି।…

ଇସ୍ରୋର ୨୦୪୭ ଯୋଜନା, ମଙ୍ଗଳରେ ଭାରତର ଘର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏକ ବଡ଼ ଯୋଜନା ଘୋଷଣା କରିଛି। ଆଗାମୀ ଚାରି ଦଶନ୍ଧି ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷ ବସବାସ କରିବ ଓ ଚନ୍ଦ୍ରରେ ଷ୍ଟେସନ ତିଆରି କରିବ ଭାରତ। ଏହି ଯୋଜନା ଜାତୀୟ ମହାକାଶ ଦିବସରେ ପ୍ରକାଶ ପାଇଛି। ଇସ୍ରୋର ରୋଡମ୍ୟାପ ଅନୁସାରେ, ୨୦୪୭…

India GDP: ଭାରତର ଅର୍ଥନୀତିରେ ଲାଗିଲା ଡେଣା, ପ୍ରଥମ ତ୍ରୈମାସିକରେ ୭.୮% ରେକର୍ଡ ବୃଦ୍ଧି, ୨୦୨୬ରେ ବି…

ନୂଆଦିଲ୍ଲୀ: ଏବେ ସତେ ଯେପରି ଭାରତୀୟ ଅର୍ଥନୀତିକୁ ଡେଣା ଲାଗିଯାଇଛି। ଟ୍ରମ୍ପଙ୍କ ଟାରିଫ୍, ବାଣିଜ୍ୟ ଅନିଶ୍ଚିତତା ମଧ୍ୟରେ ବି ରେକର୍ଡ଼ ଭାଙ୍ଗୁଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ଅଭିବୃଦ୍ଧି…

Trump Tariff: ଟ୍ରମ୍ପଙ୍କୁ ଆମେରିକା କୋର୍ଟରୁ ଝଟକା: ଟାରିଫ୍ ଅବୈଧ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର କୋର୍ଟରୁ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ଅପିଲ୍ କୋର୍ଟ ଶୁକ୍ରବାର ଦିନ ତାଙ୍କ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ୍ (ଆମଦାନୀ ଶୁଳ୍କ) ଅବୈଧ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ବାଣିଜ୍ୟ ନୀତି…