ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍ ରିକ୍ରିଏସନ
ଭୁବନେଶ୍ୱର: ସୁଧୀର ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ।
୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ଏକ ଭଲିବଲ ପଡ଼ିଆକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରୁଛି। ଯେଉଁଠାରେ ସୁଧୀର ଭଲିବଲ…