Brown Sugar: ପ୍ରାୟ ୩୧୫ ଗ୍ରାମ ବ୍ରାଉନ୍ସୁଗାର ଜବତ ସହ ୭ ଗିରଫ
ଖୋର୍ଦ୍ଧା: ବୋଲଗଡ଼ ପୋଲିସକୁ ବଡ଼ ସଫଳତା । ବ୍ରାଉନସୁଗାର କାରବାର ଉପରେ ଶକ୍ତ ପ୍ରହାର। ଦଲେଇସାହି ମାଣିକାଗଡ଼ା ଗ୍ରାମରେ ଏକ ଘରୁ ଚଢାଉ କରି ୩୧୪ ଗ୍ରାମ ବ୍ରାଉନସୁଗର ଜବତ କରିଛନ୍ତି। ଏଥି ସହିତ ନଗଦ ୪ ଲକ୍ଷ ଟଙ୍କା, ୫ ଗୋଟି ଗାଡ଼ି ଏବଂ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି। ଜବତ…