Latest Odisha News

BREAKING NEWS

Moscow Shopping Centre: ମସ୍କୋର ଏକ ସପିଂ ସେଣ୍ଟରରେ ବିରାଟ ବିସ୍ଫୋରଣ; ଜଣେ ମୃତ, ୩ ଗୁରୁତର

ମସ୍କୋ: ମସ୍କୋର ଏକ ସପିଂ ସେଣ୍ଟରରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବେଳେ ୩ ଜଣ ଜଣ ଗୁରୁତର ଆହତ ହୋଇଛନ୍ତି । ରିଲିଫ୍ ଏବଂ ଉଦ୍ଧାର ଦଳ ସହିତ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣ ପରେ ଅଞ୍ଚଳରେ ଜରୁରୀକାଳୀନ…

Spiny gourd benefits:’କାଙ୍କଡ’ଖାଆନ୍ତୁ..ନିୟନ୍ତ୍ରଣରେ ରହିବ ରକ୍ତଚାପ !

ଭୁବନେଶ୍ବର: କାଙ୍କଡ ଖାଇବାକୁ ସ୍ବାଦିଷ୍ଟ ସହିତ ପୁଷ୍ଟିକର । କାଙ୍କଡ଼ରେ ପ୍ରୋଟିନ, ସୁସ୍ଥ ଚର୍ବି, ଫାଇବର, କାର୍ବୋହାଇଡ୍ରେଟ୍, ପୋଟାସିୟମ, ସୋଡିୟମ, କ୍ୟାଲସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି । ଜାଣି ରଖନ୍ତୁ ଯେଉଁମାନେ ନନଭେଜ୍ ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ କାଙ୍କଡ…

ଶ୍ରୀ ଭାଗବତ ସାର ୧୩୯: ଶ୍ରୀମଦ ଭାଗବତ ଯେଉଁ ଜ୍ଞାନର ଆଲୋକ ଆମକୁ ପ୍ରଦାନ କରିଥାଏ ତାହା ଅତ୍ୟନ୍ତ ବିରଳ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗରେ ଆଜି ଜାଣିବା... 12.ମଧୁକର :- ସଂସାରରେ ମଧୁକର ବା ଭ୍ରମରଙ୍କ ଏକ ବିଶେଷ ପରିଚୟ ଅଛି, ଫୁଲରୁ ଫୁଲ ଉଡି ବୁଲି ମଧୁ ସଂଗ୍ରହ କରିବା ଓ ତାକୁ ଭୋଜନ କରିବା ଏହାର…

Maoist: ମାଓ ଡମ୍ପ ଠାବ; ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। କ୍ୟାମ୍ପ ମେଟାଗୁଡ଼ାର ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନ ସମୟରେ କୋଇମେଣ୍ଟା ପାହାଡିଆ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ…

OMC: ଗନ୍ଧମାର୍ଦ୍ଦନ ଓ ଦୈତାରୀ ଖଣି ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଖଣି କ୍ଷେତ୍ରର…

Baliguda MLA: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କରେନ୍ଦ୍ର ମାଝୀ । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ…

Terrorist conspiracy failed: ଆତଙ୍କବାଦୀ ଯୋଜନା ପଣ୍ଡ, ୧୦ଟି AK-47 ସମେତ ଅସ୍ତ୍ରଶସ୍ତ୍ର ଜବତ କଲେ ସୁରକ୍ଷା…

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି। ସେନାର ଯବାନମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ତେବେ ସୁରକ୍ଷା ବାହିନୀର ମିଳିତ ଦଳକୁ ବଡ଼ ସଫଳତା ମିଳିଛି। ସେନା ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ତ୍ରେହଗାମର ଦାରିବଲ ମରହାମା…

ବିନା ଇଣ୍ଟରନେଟରେ ହେବ ହ୍ବାଟସ୍‌ଆପ୍ କଲିଂ ! ୨୮ ଅଗଷ୍ଟରୁ ହୋଇଯିବ ଚାଲୁ

ଭୁବନେଶ୍ୱର :ଗୁଗୁଲର ନୂଆ ଫ୍ଲାଗସିପ୍ ପିକ୍ସେଲ୍ ୧୦ ସିରିଜ୍, ଯାହା ଅଗଷ୍ଟ ୨୦ରେ ‘ମେଡ୍ ବାଇ ଗୁଗୁଲ’ ଇଭେଣ୍ଟରେ ଲଞ୍ଚ ହୋଇଥିଲା, ଏକ ନୂଆ ଓ ଅଭାବପୂର୍ବ ଫିଚର ସହିତ ସମସ୍ତଙ୍କୁ ଚମକାଇ ଦେଇଛି। ଗୁଗୁଲ ଘୋଷଣା କରିଛି ଯେ ପିକ୍ସେଲ୍ ୧୦ ସିରିଜ୍ ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍ ହେବ, ଯାହା…

ଯୌତୁକ ଜନିତ ହତ୍ୟା ମାମଲା; ମୃତକଙ୍କ ଶାଶୁ ଗିରଫ, ଫେରାର ଉଦ୍ୟମ ବେଳେ ସ୍ୱାମୀକୁ ଗୁଳି…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ଜନିତ ହତ୍ୟା ମାମଲାର ତଦନ୍ତ କରି ମୃତକଙ୍କ ଶାଶୁ ଦୟାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ହିଁ ଅଭିଯୁକ୍ତ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ତେବେ କୋର୍ଟ ଅଭିଯୁକ୍ତ ବିପିନ ଭାଟିକୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି।…

LICର ଚମତ୍କାର ସ୍କିମ! ଏତିକି ଦିନରେ ୨ ଲକ୍ଷ ଟଙ୍କା ରିଟର୍ଣ୍ଣ

ଭୁବନେଶ୍ୱର: ଆଜିର ମହଙ୍ଗା ଯୁଗରେ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ୁଛି। ଉଚ୍ଚ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଅଭିଭାବକମାନେ ଭବିଷ୍ୟତ ସୁରକ୍ଷା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍…