ଦୀର୍ଘ ଦିନ ପରେ ଏକତ୍ର ଫିଲ୍ମ କରିବେ ଅକ୍ଷୟ, ସୈଫ
ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ…