ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…
ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା।
୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…