Latest Odisha News

BREAKING NEWS

ଆଇପିଏସ ସ୍ତରରେ ଅଦଳବଦଳ; ପୁରୀ ଏସ୍ପି ହେଲେ ପ୍ରତୀକ ସିଂହ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ୧୮ ଜଣ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ଅଦଳ ବଦଳ କରି ନୂଆ ନିଯୁକ୍ତି ଦେଇଛନ୍ତି। ଏ ସମସ୍ତ ନୂତନ ନିଯୁକ୍ତିକୁ ନେଇ ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୧୯୯୫ ବ୍ୟାଚ୍…

ଶ୍ରୀ ଭାଗବତ ସାର ୧୩୬: ଅଗ୍ନି ବିନା ସୁସ୍ଥ ଜୀବନ ଯାପନ ସମ୍ଭବ ନୁହେଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଚବିଶି ଗୁରୁ ବର୍ଣନା ମଧ୍ୟରେ ଅବଧୂତ ପ୍ରଥମେ ପଞ୍ଚମହାଭୂତଙ୍କ ଠାରୁ ବିଭିନ୍ନ ଶିକ୍ଷା ଗ୍ରହଣ କରିବାକୁ ଲାଗିଲେ ଏହି କ୍ରମରେ ପୃଥିବୀ, ପବନ, ଆକାଶ, ଜଳ ଆଲୋଚନା ସାରିବା ପରେ ଏଵେ ଆଲୋଚନା କରିବା ପଞ୍ଚମ ତଥା…

୧୨ ଓପିଏସ୍ ଅଧିକାରୀଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ନୂତନ ପୋଷ୍ଟିଂ ପାଇଥିବା ପ୍ରାୟ ୧୨ ଜଣ ଓପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଖବର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଯାହା ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ ନିମ୍ନଲିଖିତ ଅଧିକାରୀମାନଙ୍କୁ ବଦଳି…

୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା…

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ମଜବୁତ ପାଇଁ ବିଏସଇ ଓ ସିଏଚଏସଇର ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (Board of Secondary Education) ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ (Council of Higher Secondary Education)କୁ ଏକ ବୋର୍ଡରେ…

MRI ଓ CT Scan ମଧ୍ୟରେ କଣ ଫରକ ? ଜାଣି ରଖନ୍ତୁ ନ ହେଲେ…

ନୂଆଦିଲ୍ଲୀ: ଶରୀର ବାହାରେ କୌଣସି ଆଘାତ କିମ୍ବା ରୋଗ ହେଲେ ତାହା ସହଜରେ ଜଣାପଡ଼ିଯାଏ। କିନ୍ତୁ ଯଦି ଶରୀର ଭିତରେ କୌଣସି ଆଘାତ କିମ୍ବା ରୋଗ ହୁଏ, ତେବେ ତାହା ଜାଣିବା ପାଇଁ ଅନେକ ପରୀକ୍ଷା ଓ ସ୍କାନ କରାଇବାକୁ ପଡ଼ିଥାଏ। ଆଜିକାଲି ଶରୀରର ଭିତର ସମସ୍ୟା ଜାଣିବା ପାଇଁ CT ସ୍କାନ ଓ MRI…

କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା, ଧନ୍ୟବାଦ ଦେଲେ…

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ…

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ…

ୟୁକ୍ରେନକୁ ପୂରା ଧ୍ୱଂସ କରିଦେବ ଋଷ, ପୁଣି ଆକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଓଭାଲ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ବୈଠକ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ କୌଣସି ସଫଳତା…

ଟ୍ୟୁସନ୍ ଯାଇ ଫେରିଲାନି ୮ ବର୍ଷର ବାଳକ; ଅପହରଣ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର: ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ଆଠ ବର୍ଷର ବାଳକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ…