ବାଣ ନେବା ବେଳେ ସ୍କୁଟିରେ ବିସ୍ଫୋରଣ, ୩ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱରର ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ବୁଧବାର ସନ୍ଧ୍ୟାରେ ଏକ ସ୍କୁଟି ସମ୍ପୂର୍ଣ୍ଣ ଜଳିଯାଇଛି।
ସୂଚନା ଅନୁଯାୟୀ, ସ୍କୁଟିରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା ବାଣ ଧରି କଟକ ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।…