ଆୟୋଜକ ଟିମକୁ ହରାଇ ଶୀର୍ଷରେ ରହିଲା ଜିମ୍ବାୱେ
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଗୁରୁବାର ଗ୍ରୁପ ବିର ଏକ ମ୍ୟାଚରେ ଜିମ୍ବାୱେ ୬ ୱିକେଟରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଜିମ୍ବାୱେ ୭ ପଂଏଟ ସହ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୭ ୱିକେଟ…