ରେକର୍ଡ ଭାଙ୍ଗିଲା ରୂପା;୨ ଲକ୍ଷ ଟପିଲା ଦର
ଭୁବନେଶ୍ବର: ପର୍ବପର୍ବାଣୀ ସମୟରେ ସୁନା ଏବଂ ରୂପା କିଣିଥାନ୍ତି ଗ୍ରାହକ । କିନ୍ତୁ ଏବେ ଭୁବନେଶ୍ବରରେ ରୂପାର କିଲୋପିଛା ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଗତକାଲି କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ରେକର୍ଡ କରିଛି ରୂପା ।
ତେବେ ଆଜି ରୂପା କିଲୋପିଛା ଦାମ ୨ ଲକ୍ଷ…