ହାରିବାରେ ବାପା ଲାଲୁଙ୍କୁ ଟକ୍କର ଦେଉଛନ୍ତି ତେଜସ୍ୱୀ. କେବେ ରହିଥିଲା RJDର ସବୁଠୁ ଖରାପ ପ୍ରଦର୍ଶନ
ନୂଆଦିଲ୍ଲୀ: ଗତ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ଏଥର ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଥିବା ଆରଜେଡିର ପ୍ରଦର୍ଶନ ଫିକା ପଡ଼ିଯାଇଛି। ୧୪୦ ଆସନରେ ଦଳ ନିର୍ବାଚନ ଲଢ଼ି ମାତ୍ର ୨୫ ଆସନରେ ଜିତି ପାରିଛି।…