୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜୀବ ବିଶ୍ବାଳ ଉପସଭାପତି
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି।
ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ହୋଇଛି। ତେବେ ଆଗାମୀ ନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଗଠନ ଏବଂ…