ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
ନୟାଗଡ଼: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଟ୍ରେଜେରୀ ଅଫିସର ବରିଷ୍ଠ ସହାୟକ ସରୋଜ କୁମାର ସାହୁ। ପେନସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍ର କିରାଣୀ ସରୋଜ କୁମାର ସାହୁ।
ବିଲ୍ ପାସ୍ କରେଇବା ନାଁରେ ନେଉଥିଲେ…