ବାଂଲାଦେଶରେ ଆଇପିଏଲ ପ୍ରସାରଣ ଉପରୁ ହଟିଲା ବ୍ୟାନ
ଢ଼ାକା: ବାଂଲାଦେଶର ନୂଆ ସରକାର ଶନିବାର ଏକ ବଡ ନିଷ୍ପତି ନେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାହୀର ଉଦ୍ଦୀନ ସ୍ୱାପନ ଆଇପିଏଲ ପ୍ରସାରଣ ଉପରୁ ବ୍ୟାନ ହଟେଇ ଦେଇଛନ୍ତି । ଖେଳକୁ ରାଜନୀତି ସହିତ ଯୋଡିବା ଠିକ ନୁହେଁ ବୋଲି ସେ କହିଛନ୍ତି । ପ୍ରସାରଣ ପାଇଁ ଆମେ ଅବଶ୍ୟ କୌଣସି ଚ୍ୟାନେଲ ସହିତ…