Latest Odisha News

ସୁଖ,ସମୃଦ୍ଧି ଏବଂ ଧନ ପାଇଁ, ଘରେ ଏହି ୩ଟି ପେଟିଙ୍ଗ ଲଗାନ୍ତୁ!

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଯାହା ସାହାଯ୍ୟରେ ଆମେ ଘର, ଅଫିସ୍, ମନ୍ଦିର କିମ୍ବା ଯେକୌଣସି ସ୍ଥାନର ନିର୍ମାଣ ଏବଂ ଡିଜାଇନ୍ କିପରି ହେବା ଉଚିତ ତାହା ଜାଣିପାରିବା। ଏହା ସହିତ ଆମେ ବାସ୍ତୁ ଶାସ୍ତ୍ର ମାଧ୍ୟମରେ ଜାଣିପାରିବା ଯେ, ଘରେ କ'ଣ ରଖିବା ଉଚିତ ଏବଂ…

ଆତଙ୍କୀସ୍ତାନ ପ୍ରେମରେ ଉବୁଟୁବୁ ଟ୍ରମ୍ପ! ବଲୁଚିସ୍ତାନ ଲିବରେସନ ଆର୍ମିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ଓ୍ୱାଶିଂଟନ: ଆତଙ୍କୀସ୍ତାନ ପ୍ରେମରୁ ଉବୁଟୁବୁ ହେଉଥିବା ଆମେରିକା ଏବେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଓ ତା’ର ଏକ ଶାଖା ମଜିଦ ବ୍ରିଗେଡକୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ଆମେରିକୀୟ ବୈଦେଶିକ ବିଭାଗ ସୋମବାର ଏହି ଘୋଷଣା କରିଛି। ବିଭାଗ କହିଛି, ମଜିଦ…

ଆମେରିକା ମାଟିରୁ ମୁନୀରଙ୍କ ଭାରତ ବିରୋଧୀ ବୟାନ, କଡ଼ା ଜବାବ ଦେଇ ଆଇନା ଦେଖାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀର କଶ୍ମୀରକୁ ନେଇ ପୁଣି ଥରେ ଭାରତ ବିରୋଧୀ ବୟାନ ଦେଇଛନ୍ତି। ଆମେରିକାର ଫ୍ଲୋରିଡାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧିତ କରି ମୁନୀର କହିଛନ୍ତି, "କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ, ଏହା ଏକ ଅସମାପ୍ତ…

କାଢା ତିଆରି ପାଇଁ ରାମ ନା ଶ୍ୟାମ ତୁଳସୀ ଅଧିକ ଲାଭଦାୟକ?

ଭୁବନେଶ୍ବର: ତୁଳସୀ ଗଛର କେବଳ ଧାର୍ମିକ ମହତ୍ତ୍ୱ ନାହିଁ, ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ସେଥିମଧ୍ୟରୁ ତୁଳସୀ କାଢା, ଯାହାକୁ ଅଧିକାଂଶ ଲୋକ ପିଇଥାନ୍ତି । କାରଣ ଏହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ତୁଳସୀ (ରାମ ଏବଂ ଶ୍ୟାମା…

ସାଧାରଣ ନିର୍ବାଚନରେ ଭୋଟ ଅସଙ୍ଗତି ଅଭିଯୋଗ: ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ…

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…

ଦୀର୍ଘଦିନର ଦାବି ପରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଟ୍ରେନ ଷ୍ଟପେଜ୍

ଭୁବନେଶ୍ବର: ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହାର କ୍ଷେତ୍ରାଧିକାରର ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ପାଇଁ ଅତିରିକ୍ତ ଷ୍ଟପେଜ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ହଜାର ହଜାର ପରିବାରଙ୍କ ପାଇଁ…

କିଲର ‘ଥାର୍‌’ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Bhubaneswar thar tragedy: Odisha CM announces Rs 4 lakh compensation for each deceased ଭୁବନେଶ୍ୱର: ନିକଟରେ ପାତ୍ରପଡ଼ା V2 ସମୁଖରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ବେଳେ ମା’ଙ୍କ ମଧ୍ୟ ଦେହାନ୍ତ ହୋଇଛି। ଯାହାପରେ ସହାୟତା…

ୱାର ୨ରେ ବବି ଦେଓଲଙ୍କ ଏଂଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ୨୦୨୫ରେ ୱାର ୨ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ୟଶରାଜ ସ୍ପାଇ ୟୁନିଭର୍ସର ୱାର ୨ରେ ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କୁ ଏକତ୍ର ଦେଖିବାକୁ ମିଳିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପୂର୍ବରୁ କୁହାଯାଉଥିଲା ଏଜେଂଟ ପଠାନ ଓ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ…