Latest Odisha News

ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କରିଛି ଭାରତୀୟ ସେନା । ସୋମବାର ସନ୍ଧ୍ୟାରେ କଠୁଆ ଜିଲ୍ଲା ସୀମାରେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୀମା ସୁରକ୍ଷା ବଳ ।ଜଣେ ପାକିସ୍ତାନୀ ନାଗରିକ ସୀମା ପାର ହୋଇ ଭିତର ଆଡକୁ ଆକ୍ରମଣାତ୍ମକ…

ବିବାହ କରିବେ ପ୍ରଭାସ, ସୂଚନା ଦେଲେ ମାଉସୀ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ବେଶୀ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକମାନେ ତାଙ୍କ ବିବାହ ଖବର ଶୁଣିବା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ପରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି…

HAL ନାସିକରୁ ତେଜସ୍ Mk1Aକୁ ଉଡ଼ାଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ନାସିକ ବିଭାଗରେ ନିର୍ମିତ ସ୍ୱଦେଶୀ ଯୁଦ୍ଧ ବିମାନ Tejas Mk1A ଉଡ଼ାଣକୁ ଅନୁମତି ମିଳିଛି । ସୋମବାର ନାସିକରେ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଏରୋନୌଟିକାଲ କ୍ବାଲିଟି ଆଶ୍ବରାନ୍ସ (DGAQA) ଏହି ଅନୁମତି ଦେଇଛି । ଯାହା ଭାରତରେ…

‘ସ୍ୱାଧୀନତା ଦିବସ’ରେ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା, ଜାଣନ୍ତୁ…

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ କମିଶନରେଟ୍ ପୋଲିସ ଅଗଷ୍ଟ ୧୫ ତାରିଖରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଲାଗୁ କରିଛି। ଅଗଷ୍ଟ ୧୫ ପାଳନ ପାଇଁ ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ପରିଧିରେ ଅଭ୍ୟାସ କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣ ପୋଷାକ ଅଭ୍ୟାସ ପାଇଁ…

ପ୍ରେମ ବିବାହ କରି ହଟହଟା; ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ.. 

କୋରାପୁଟ: କୋରାପୁଟରେ କଙ୍ଗାରୁ କୋର୍ଟ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳର ଏକ ଗାଁରେ ଏକ ଆଦିବାସୀ ଦମ୍ପତିଙ୍କୁ ବଳଦ ଭଳି ହଳ କରାଇଛନ୍ତି ଗ୍ରାମବାସୀ। ସମାନ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରିଥିଲେ। ସୂଚନା ଅନୁଯାୟୀ, ଜିଲ୍ଲାର…

ତ୍ରୟୋଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୪ତମ ପାଳି । ଭୁବନେଶ୍ୱର ୟୁନିଟ୍-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।…

ମୁମ୍ବାଇ ପରେ ଦିଲ୍ଲୀରେ ଖୋଲିଲା ଟେସଲାର ନୂଆ ସୋରୁମ୍, ଜାଣନ୍ତୁ କ’ଣ ଖାସ୍ ରହିଛି?

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖବର। ଏଲନ ମସ୍କଙ୍କ ବୈଦ୍ୟୁତିକ ଯାନ ନିର୍ମାତା କମ୍ପାନୀ ଟେସଲା ଆଜି ଅର୍ଥାତ୍ ୧୧ ଅଗଷ୍ଟ ୨୦୨୫ରେ ଦିଲ୍ଲୀର ଏରୋସିଟି (ଆଇଜିଆଇ ବିମାନବନ୍ଦର ନିକଟରେ)ରେ ନିଜର ଦ୍ୱିତୀୟ ଶୋ’ରୁମ୍ ଆରମ୍ଭ କରିଛି। ମୁମ୍ବାଇ ବ୍ୟତୀତ, ଟେସଲା ଦିଲ୍ଲୀରେ ମଧ୍ୟ…

ସେପ୍ଟେମ୍ବର ୧ରୁ ଦିଲ୍ଲୀରୁ ଏହି ସହରକୁ ବିମାନ ଚଳାଚଳ ବନ୍ଦ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସୋମବାର ଏୟାର ଇଣ୍ଡିଆ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେଇଛି । କମ୍ପାନୀ ସେପ୍ଟେମ୍ବର ୧ ତାରିଖରୁ ଦିଲ୍ଲୀରୁ ୱାଶିଂଟନକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଛି । ଏୟାର ଇଣ୍ଡିଆ କହିଛି ଯେ ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବାକୁ ପଡିବ । ଏହି କାରଣରୁ ୱାଶିଂଟନକୁ…

ଧୋନୀଙ୍କ ୧୦୦ କୋଟି ମାନହାନି କେସର ପୂନର୍ବାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କ ୧୦ ବର୍ଷ ତଳର ମାନହାନି କେସର ଶୁଣାଣି ପୂନର୍ବାର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧୋନୀ ୨ଟି ବଡ ମିଡିଆ ସଂସ୍ଥା ସମେତ ଜନୈକ ପତ୍ରକାର ଓ ଆଇପିଏସ ଅଧିକାରୀଙ୍କ ନାମରେ ମାନହାନି ମୋକଦ୍ଦମା କରିଥିଲେ । ଧୋନୀ ଆଇପିଏଲ…

ସଂସଦରେ ଆଗତ ହେଲା ସଂଶୋଧିତ ଆୟକର ବିଲ

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେଲା ନୂଆ ଇନକମ୍‌ ଟ୍ୟାକ୍ସ ବିଲ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଇନକମ୍‌ ଟ୍ୟାକ୍ସ ବିଲର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି । ଏହି ବିଲରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ । ଏହି…