ପାତ୍ରପଡ଼ା ଛକ ନିକଟରେ ଦୁର୍ଘଟଣା ଘଟାଇଥିବା ଥର୍ ଧରାପଡ଼ିଲା; NH ଅବରୋଧ କଲେ …
ଭୁବନେଶ୍ବର:ଗତକାଲି ପାତ୍ରପଡ଼ା V2 ସମୁଖରେ ହୋଇଥିଲା ମର୍ମନ୍ତୁଦ ଦୁର୍ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ଓ ମା’, ଦୁଇ ବର୍ଷ ର ପୁଅ ଗୁରୁତର ଅବସ୍ଥାରେ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାଥାଉକି ରାସ୍ତା ପାରି ହେବା ସମୟ ରେ ପଛରୁ…