Latest Odisha News

BREAKING NEWS

ବିଲୁପ୍ତ ହେବ ଲୋହରା ଖଣ୍ଡି ନଦୀ!

ଭୁବନେଶ୍ୱର: ଭଞ୍ଜନଗର ସହର ଘୁମୁସର ମାଟିର ଇତିହାସ ଓଡିଶା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏକଦା ବ୍ରିଟିଶମାନେ ଭଞ୍ଜନଗର ସହର ଭୌଗଳିକ ଅବସ୍ଥିତ ଦୃଷ୍ଟିରୁ ଏହାକୁ ଗୋଟାଏ ଉପନିବେଶ ଭାବେ ବ୍ୟବହାର କରୁଥିଲେ। ଭଞ୍ଜନଗର ସହର ତିନି ଗୋଟି ପ୍ରବେଶ ପଥରେ ଥିବା ନଦୀ ସହର…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ, ବିକ୍ରି ଅପେକ୍ଷାରେ ଅଛନ୍ତି ୧ ଲକ୍ଷ ୬୩ ହଜାର ଚାଷୀ

ଭୁବନେଶ୍ୱର: ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ । ଏବେବି ୧ ଲକ୍ଷ ୬୩ ହଜାର ଚାଷୀ ପଞ୍ଜିକରଣ କରି ଧାନ ବିକିବାକୁ ଅପେକ୍ଷାରେ ଅଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ୧୯ ଲକ୍ଷ ୨୪ ହଜାର ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ…

ଏଲପିଜି ବୁକିଂ ନିୟମରେ ହୋଇନି କୌଣସି ପରିବର୍ତ୍ତନ: ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ସ୍ପଷ୍ଟୀକରଣ ଜାରି କରି କରିଛନ୍ତି। ରିପୋର୍ଟ ଅନୁଯାୟୀ ଏଲପିଜି ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଥିବାରୁ ସରକାର ଲୋକମାନଙ୍କୁ ସିଲିଣ୍ଡର ବୁକିଂ ପାଇଁ ଆତଙ୍କିତ ନ…

B-2 Spirit Stealth Bomber:ଆମେରିକାର ବ୍ରହ୍ମାସ୍ତ୍ର B-2 ବମ୍ବର

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ପାଖରେ ଏମିତି ଏକ ଅସ୍ତ୍ର ଅଛି, ଯାହା ଶତ୍ରୁର ରାଡାର୍‌କୁ ଚକମା ଦେଇ ପାତାଳ ଭିତରେ ଲୁଚିଥିବା ବଙ୍କରକୁ ମଧ୍ୟ ଧ୍ୱଂସ କରିପାରେ । ଆମେ କହୁଛୁ ଆମେରିକାର ଘାତକ B-2 Spirit Stealth Bomber ବିଷୟରେ। ଆଧୁନିକ ଯୁଦ୍ଧ କ୍ଷେତ୍ରରେ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତର ଦୃଢ଼ ପ୍ରସ୍ତୁତି: ଗ୍ୟାସ, ପେଟ୍ରୋଲ ଏବଂ ସାର ଯୋଗାଣ ପାଇଁ ରଣନୀତି ବିକଶିତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ଅସ୍ଥିରତା ମଧ୍ୟରେ, ଭାରତ ଏହାର ଶକ୍ତି ଏବଂ କୃଷି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ଼ ପ୍ରସ୍ତୁତି କରିଛି। ମଧ୍ୟପ୍ରାଚ୍ୟ ସଂଘର୍ଷ ସାଧାରଣ ଲୋକଙ୍କ ରୋଷେଇ ଘର ଏବଂ କୃଷକଙ୍କ ଚାଷ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇବା ପାଇଁ…

ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୬ ବର୍ଷ ତଳର ଭିଡିଓ । ଚାରିଆଡ଼େ କେବଳ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, 'ରଣବୀର ସିଂ'। ନିଜର ବ୍ୟାକ୍-ଟୁ-ବ୍ୟାକ୍ ହିଟ୍ ଫିଲ୍ମ 'ଧୁରନ୍ଧର' ଏବଂ 'ଧୁରନ୍ଧର ୨' ର ସଫଳତା ପରେ ରଣବୀର ଏବେ ବଲିଉଡର ସୁପରଷ୍ଟାର । କିନ୍ତୁ ଏହି ସଫଳତା ଭିତରେ ଏବେ…

ତିନି ବର୍ଷରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି 210 ଜଣ

ଭୁବନେଶ୍ୱର: ବିଗତ ତିନି ବର୍ଷରେ ରାଜ୍ୟରେ ବିଦ୍ୟୁତ ଆଘାତଜନିତ କାରଣରୁ 210 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ଯେଉଁ ମାନଙ୍କର ମାମଲା ସମାଧାନ ହୋଇଛି, ସେହି ପରିବାରଙ୍କୁ ମୋଟ 5,37,07,091 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏନେଇ ଗୃହରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶୂନ୍ୟକାଳରେ ବିରୋଧୀଙ୍କୁ କଡା ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି । ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ 68 ରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି…

ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।…