ମାଲକାନଗିରି ମୋଟୁରେ ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ; ସାମିଲ ହେଲେ ହଜାର ହଜାର ଲୋକ
ମାଲକାନଗିରି: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ । ମାଲକାନଗିରିର ମୋଟୁସ୍ଥିତ ୩ ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ 'ଗାନ୍ଧୀ ପଥେ ଓଡିଶା'…