Latest Odisha News

BREAKING NEWS

ଦିନେ ୫ ହଜାର ଲୋକଙ୍କ କୋଳାହଳ, ଆଜି ନିର୍ଜନ….୨୧ ଶତାବ୍ଦୀରେ ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର….

ଥିରୁଅନନ୍ତପୁରମ୍: ଦିନେ ପ୍ରାୟ ୫ ହଜାର ଲୋକଙ୍କ କୋଳାହଳରେ ଫାଟି ପଡୁଥିଲା ଗାଁ। ହେଲେ ଆଜି ସମଗ୍ର ଗାଁ ନିର୍ଜନ ପାଲଟିଛି। ଏ କୌଣସି ୫୦ ବର୍ଷ ତଳର କଥା ନୁହେଁ। ଇଏ ଆଜିର ଭାରତର ନଗ୍ନ ଚିତ୍ର। ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ଏକ ଗାଁର ଏକ ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ…

ପ୍ରତିବର୍ଷ CISF ନିଯୁକ୍ତି ଦେବ ୧୪ ହଜାର କର୍ମଚାରୀ, ଗୃହ ମନ୍ତ୍ରଣାଳୟ ବୃଦ୍ଧି କଲା ଅନୁମୋଦିତ ପଦବୀ ସଂଖ୍ୟା

ନୂଆଦିଲ୍ଲୀ: CISF ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବହୁତ ଭଲ ଖବର ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ CISFରେ ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରିଛି । ଗତ ଜୁଲାଇ ୨୨ରେ, ଗୃହ ମନ୍ତ୍ରଣାଳୟ CISF ମହାନିର୍ଦ୍ଦେଶକ ଆର.ଏସ. ଭଟ୍ଟିକୁ ଏକ ଚିଠି ଲେଖି…

ସାବଧାନ! କ୍ରେଡିଟ୍ କାର୍ଡରୁ ଋଣ ନେଉଥିଲେ ଅଧିକ ସୁଧ ଦେବାକୁ ପଡ଼ିପାରେ…

ଭୁବନେଶ୍ବର: ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବର୍ତ୍ତମାନ, କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଅଧିକାଂଶ ଲୋକ ହେଉଛନ୍ତି ଯୁବପିଢ଼ି। ଯୁବପିଢ଼ି କ୍ରେଡିଟ୍ କାର୍ଡ ମାଧ୍ୟମରେ ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଚାହାଁନ୍ତି। କେବଳ…

IIT ମାଡ୍ରାସରେ ‘ଅଗ୍ନିଶୋଧ’ ଗବେଷଣା କେନ୍ଦ୍ରର ଉଦଘାଟନ କଲେ ସେନା ମୁଖ୍ୟ, ଅପରେସନ ସିନ୍ଦୂର…

ଚେନ୍ନାଇ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଭାରତୀୟ ସେନା ଏକ ବଡ଼ ପଦକ୍ଷେପ ନେଇଛି । ଆଇଆଇଟି ମାଡ୍ରାସ ସହଯୋଗରେ ସେନା 'ଅଗ୍ନିଶୋଧ' ନାମକ ଏକ ଗବେଷଣା ସେଲ୍ (IARC) ପ୍ରତିଷ୍ଠା କରିଛି । ଏହି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ରକୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ…

ଟ୍ରମ୍ପଙ୍କ ଧମକ ଉପରେ କଡା ଜବାବ ଦେଲା ଭାରତ; ‘ଅଭିଯୋଗ କରୁଥିବା ଦେଶମାନେ ପ୍ରଥମେ ନିଜକୁ ଦେଖିବା ଉଚିତ’

ନୂଆଦିଲ୍ଲୀ: ରୁଷିଆରୁ ଭାରତର ତୈଳ ଆମଦାନୀକୁ ନେଇ ଆମେରିକା ଓ ୟୁରୋପ ପକ୍ଷରୁ ଲଗାତାର ଭାବେ ସମାଲୋଚନା କରାଯାଉଥିବା ବେଳେ, ଏହାର କଡା ଜବାବ ଦେଇଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଅଭିଯୋଗ କରୁଥିବା ଦେଶମାନେ ପ୍ରଥମେ ନିଜକୁ ଦେଖିବା…

୨ ସପ୍ତାହ ପର୍ଯ୍ୟନ୍ତ ଯାଏଁ ପ୍ରତିଦିନ ଖାଆନ୍ତୁ ଅଁଳା; ମିଳିବ ଏହି ଲାଭ…

ଭୁବନେଶ୍ବର:ଅଁଳାକୁ ସ୍ୱାସ୍ଥ୍ୟ ପାଇଁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ ଗୋଟିଏ ଅଁଳା ଖାଇବାକୁ ପରାମର୍ଶ ଦିଅନ୍ତି। ଏହା ଆପଣଙ୍କୁ ଅନେକ ଲାଭ ଦୋଇଥାଏ । ଯଦି ଆପଣ ପ୍ରତିଦିନ କେବଳ ଗୋଟିଏ ଅଁଳା ଖାଆନ୍ତି, ତେବେ ଦୁଇ ସପ୍ତାହ…

ଅଗଷ୍ଟ ୧୦ରେ ବୁଧଙ୍କ କର୍କଟ ରାଶିରେ ଉଦୟ;ଏହି ୫ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର:ରକ୍ଷାବନ୍ଧନର ଗୋଟିଏ ଦିନ ପରେ, ଅଗଷ୍ଟ ୧୦ ତାରିଖରେ ବୁଧ ଗ୍ରହ କର୍କଟ ରାଶିରେ ଉଦିତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧକୁ ବ୍ୟବସାୟ,ବୁଦ୍ଧି,ଶିକ୍ଷା ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଏ। ତେବେ ବୁଧଙ୍କ ଉଦୟ କିଛି ରାଶି ପାଇଁ ଜୀବନରେ ବହୁତ ଶୁଭ ଫଳ ଆଣିବ । ଏହି…

ଶ୍ରୀ ଭାଗବତ ସାର ୧୧୯: ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଏକ ମହାନ ଶିକ୍ଷା ଆମେ ଜାଣିଲେ ଯେ "ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି"। ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଏକ କାରଣ ଲୁଚି ରହିଥାଏ। କେହି କେହି ତାକୁ ଅକସ୍ମାତ ଓ କେହି କେହି ତାହା ଵିଧି ନିର୍ଦ୍ଧେଶତ…

ବଜାରରେ ବୋମାମାଡ଼ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍; ଦୋକାନୀ ଆହତ

କଟକ:ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାରରେ ବୋମାମାଡ଼ । ୫ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗହଣା ଦୋକାନୀଙ୍କ ଠାରୁ ଗହଣା ଭର୍ତ୍ତି ବ୍ୟାଗ୍‌ ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍‌ ବେଳେ ଗହଣା ଦୋକାନୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର…

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ ; ମାଗଣା ପରିବହନ…

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ…