୧ କେଜି ଲୁଣ ପ୍ୟାକେଟରେ କେତେ ଦାନା ରହିଛି, ମିଳିଲା ଉତ୍ତର…
ନୂଆଦିଲ୍ଲୀ: ଆମେ ପ୍ରତିଦିନ ରୋଷେଇ ପାଇଁ ବ୍ୟବହାର କରୁଥିବା ୧ କିଲୋଗ୍ରାମ ଲୁଣ ପ୍ୟାକେଟରେ କେତେ ଦାନା ଥାଏ ତାହା କେବେ ଭାବିଛନ୍ତି କି? ଏହି ପ୍ରଶ୍ନଟି ଅଜବ ଲାଗିପାରେ, କିନ୍ତୁ ଏହା ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। କାରଣ ଚାରି ଜଣ ବନ୍ଧୁ ଏହାର ଉତ୍ତର ଖୋଜି ପାଇଛନ୍ତି।…