ରାଜ୍ୟରେ ହେବ ୧୧ଟି ନୂଆ ଏଡିଜେ କୋର୍ଟ
ଭୁବନେଶ୍ୱର: ଓଡ଼ିଶା ସରକାର ୧୧ଟି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ପ୍ରତିଷ୍ଠା ପାଇଁ ସୋମବାର ଦିନ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିମଧ୍ୟରୁ ୩ଟି ହେଉଛି ବିଭିନ୍ନ ଜିଲ୍ଲାରେ ଏଡିଜେ (ଭିଜିଲାନ୍ସ) କୋର୍ଟ।
ଆଇନ ବିଭାଗ ପୁରୀ, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏହି ଭିଜିଲାନ୍ସ…