Latest Odisha News

BREAKING NEWS

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ…

ବିଜୟଙ୍କ ରାଲିରେ ଦଳାଚକଟା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ 

କରୁର: ତାମିଲନାଡୁର କରୁରରେ ଶନିବାର ଦିନ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଆଉ ଏହି ଘଟଣା ପରେ ଥାଲାପତି ବିଜୟ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ…

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ…

US Defense Secretary Pete Hegseth: ଯୁଦ୍ଧକୁ ଓହ୍ଲେଇବ କି ଆମେରିକା?

ନୂଆଦିଲ୍ଲୀ: ପୁଣି ଘାରିଲାଣି ବଡ ଯୁଦ୍ଧ ଆଶଙ୍କା । ବିଶ୍ବରେ ପୂର୍ବରୁ ଯୁଦ୍ଧ ଅଶାନ୍ତି ରହିଥିବା ବେଳେ ଏଥିରେ ଏବେ ଏଣ୍ଟ୍ରି ମାରିପାରେ ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ମାସ ଧରି, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି। ଏଥିପାଇଁ…

S Jaishankar at UN: ନାଁ ନନେଇ ପାକିସ୍ତାନକୁ ଭର୍ତ୍ସନା କରି କହିଲେ ଜୟଶଙ୍କର, “ଆତଙ୍କବାଦର ଗନ୍ତାଘର…

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭା (UNGA)ରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନର ନାମ ନ ନେଇ କଡ଼ା ସମାଲୋଚନା କରିଥିଲେ। ସେ ଏବଂ ଭାରତୀୟ ପ୍ରତିନିଧି ରେଣ୍ଟାଲା ଶ୍ରୀନିବାସ ପାକିସ୍ତାନକୁ ଆତଙ୍କବାଦର ଗନ୍ତାଘର ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ। ବୈଦେଶିକ ମନ୍ତ୍ରୀ…

Vijay Rally Stampede: ବିଜୟଙ୍କ ଝଲକ ପାଇଁ ନଖାଇ ନପିଇ ସକାଳୁ ଅପେକ୍ଷାରେ…ଭିଡ ଭିତରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି…

କରୁର: ତାମିଲନାଡୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ପ୍ରଚାର ରାଲିରେ ଜୀବନ ବଞ୍ଚାଇବା ଲୋକେ କିପରି ସଂଘର୍ଷ କରୁଛନ୍ତି ତାର ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକାଂଶ ଲୋକେ କୁଡ଼ିଆ ଭାଙ୍ଗି ଖସି ପଳାଇବା ରାସ୍ତା ଖୋଜିବାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ବିଜୟଙ୍କ ଝଲକ ପାଇଁ…

୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ହେଲେ ବାବା ପାର୍ଥସାରଥି

ନୂଆଦିଲ୍ଲୀ: ଗିରଫ ହେଲେ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥି । ଆଗ୍ରାରୁ ତାଙ୍କୁ ଗିରଫ କଲା ପୋଲିସ । ତାଙ୍କ ନାମରେ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା…

IND vs PAK: ଟାଇଟେଲ ପାଇଁ ଟକ୍କର: ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରେ ଏହି ରେକର୍ଡ…ପାକିସ୍ତାନ ପୂର୍ବରୁ…

ନୂଆଦିଲ୍ଲୀ: ଆଜି ପୁଣି ସୁପରସଣ୍ଡେରେ ମଇଦାନକୁ ଓହ୍ଲାଇବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଏଥର ଟାଇଟେଲ ଲଢେଇ । ପ୍ରଥମ ଥର ପାଇଁ ଏସିଆ କପ୍ ୨୦୨୫ରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟ ଏବଂ ତା'ପରେ ସୁପର ଫୋର୍ ରେ ଅପରାଜିତ…

ପୂଜା ପାଇଁ ଆଜିଠୁ ଟ୍ବିନ୍ ସିଟିରେ ଲାଗୁ ହେଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରୁଟ୍ ଦେଇ ଯିବା ମନା..

ଭୁବନେଶ୍ୱର: ଶାରଦୀୟ ଦଶହରା ପାଇଁ ଟ୍ବିନ ସିଟିରେ ଆଜିଠୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । କଟକ ସହରରେ ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ…

ତାମିଲନାଡୁ ଦଳାଚକଟା: ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ସେପଟେ, ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି । ପୃଥକ ପୃଥକ ହସ୍ପିଟାଲରେ ୯୫ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ସେପଟେ, ସାଉଥ ଷ୍ଟାର ବିଜୟଙ୍କ ଟିଭିକେ ରାଲିରେ ଘଟିଥିବା ଏହି ବଡ଼…