Latest Odisha News

BREAKING NEWS

Betel leaf benefits: ଏହି ୭ ଜଣଙ୍କ ପାଇଁ ପାନପତ୍ର ଏକ ବରଦାନ…

ଭୁବନେଶ୍ବର:ଲୋକମାନେ ପ୍ରାୟତଃ ପାନପତ୍ରକୁ ସ୍ୱାଦ ଏବଂ ସତେଜ ପାଇଁ ଖାଆନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ପାନ ପତ୍ରରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍ଫ୍ଲେମାଟୋରୀ ଏବଂ ପାଚନ ଗୁଣ ଅଛି, ଯାହା ପ୍ରକୃତରେ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ।…

ବଢୁଛି ଜଳସ୍ତର; ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳସ୍ତର । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି ଗେଟ୍ । ପୂର୍ବରୁ ୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ତେବେ ଏହାକୁ ମିଶାଇ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।…

Navratri 2025 Day3 Puja:ଦେବୀ ଦୁର୍ଗାଙ୍କ ତୃତୀୟ ରୂପ ମା’ ଚନ୍ଦ୍ରଘଣ୍ଟା; ଜାଣନ୍ତୁ ପୂଜାବିଧି….

ଭୁବନେଶ୍ବର: ୨୪ ସେପ୍ଟେମ୍ବର ୨୦୨୫ ନବରାତ୍ରୀର ତୃତୀୟ ଦିନ । ନବରାତ୍ରୀର ତୃତୀୟ ଦିନ ଦେବୀ ଦୁର୍ଗାଙ୍କ ତୃତୀୟ ରୂପ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ । ଏହି ଦେବୀଙ୍କୁ ପୂଜା କରିବା ଦ୍ବାରା ଅସୀମ ସାହସ, କୃପା ଏବଂ ଯୋଦ୍ଧା ସ୍ବଭାବ ପ୍ରାପ୍ତ ହୁଏ । ମାତା ଚନ୍ଦ୍ରଘଣ୍ଟାଙ୍କୁ ଶାନ୍ତି,…

ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ; ୨୮.୪୬ ଲକ୍ଷ ମହିଳାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ

ଭୁବନେଶ୍ୱର: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଧାର ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଉଦ୍‌ଘାଟନ କରିଥିଲେ। ସେହି ଦିନ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ…

ନବରାତ୍ରିରେ ଉପବାସ କଲେ ଏତେ ଫାଇଦା ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଏ। ଉପବାସର ମଧ୍ୟ ବହୁତ ଗୁରୁତ୍ୱ ଅଛି। ଅନେକ ଲୋକ ନଅ ଦିନ ପାଇଁ ଉପବାସ ପାଳନ କରନ୍ତି। ସେମାନେ ଦିନକୁ ଥରେ କେବଳ ଖାଦ୍ୟ ଖାଆନ୍ତି, ଯେଉଁଥିରେ କ୍ଷୀର, ଦହି, ଫଳ, ବାଦାମ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମୟରେ ଅନେକ…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ସମ୍ମାନ

ଭୁବନେଶ୍ୱର: ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ୨୦୨୩ ମସିହା ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ର ସମ୍ମାନ ପ୍ରଦାନ କରାଯାଇଛି। ଓଟିଭି ନେଟୱାର୍କର ବ୍ୟବସାୟର ମୁଖ୍ୟ ଲିତିଶା ମଙ୍ଗତ ପଣ୍ଡା…

ମାଓ ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଏସଏଫ୍‌ ଓ ଡିଭିଏଫକୁ ପୁଣି ସଫଳତା । କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଙ୍ଗଲରେ ମାଓ ଡମ୍ପକୁ ଉଦ୍ଧାର ହୋଇଛି । ଏଥିରେ ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ ଷ୍ଟିକ, କୋଡେକ୍ସ ତାର, ୩୬ଟି…

ବିଶ୍ୱର କେଉଁ ଧର୍ମର ଲୋକଙ୍କ ପାଖେ ଅଧିକ ଟଙ୍କା ? ଜାଣିଲେ ଆଶ୍ଚର୍ଯ୍ଯ ହୋଇଯିବେ

ନୂଆଦିଲ୍ଲୀ: ବିଶ୍ୱର ଧନୀମାନଙ୍କ ତାଲିକାରେ ନାମ ହୋଇଥାଏ ବିଲ୍ ଗେଟ୍ସ, ଜେଫ୍ ବେଜୋସ, ମାର୍କ ଜୁକରବର୍ଗ ଓ ଏଲନ ମସ୍କ୍ ଭଳି ବ୍ୟକ୍ତିତ୍ୱଙ୍କର। ଏହା ସତ୍ୟ ଯେ ଏହି ବ୍ୟକ୍ତିମାନେ ବିଭିନ୍ନ ଧର୍ମୀୟ ପୃଷ୍ଠଭୂମିରୁ ଆସିଥାନ୍ତି, କିନ୍ତୁ ଯଦି ଆମେ ସମ୍ପୂର୍ଣ୍ଣ ବିଶ୍ୱର ସମ୍ପତ୍ତିକୁ ଧର୍ମୀୟ…

ଭାଇରାଲ ହେଉଛି ଚାଣକ୍ୟଙ୍କ ଏହି ନୀତିବାଣୀ, ଆପଣ ବି ଜାଣିବା ଆବଶ୍ୟକ

ଭୁବନେଶ୍ୱର : ଆଚାର୍ଯ୍ୟ ଚାଣକ୍ୟ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ଅର୍ଥନୀତିଜ୍ଞ, ଏବଂ କୂଟନୀତିଜ୍ଞ ଭାବରେ ଜଣାଶୁଣା। ଚାଣକ୍ୟ, ଚାଣକ୍ୟ ତାଙ୍କ ନୀତି ନାମରେ ପ୍ରସିଦ୍ଧ। ଚାଣକ୍ୟ ସାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ର୍ନିଦ୍ଦିଷ୍ଟ ନିୟମ ଦେଇଛନ୍ତି।…

କେନ୍ଦୁପତ୍ର ଚୋରା ଚାଲାଣ କରି ଫରେଷ୍ଟର୍ ନିଲମ୍ବିତ: ରେଞ୍ଜର ଫେରାର

ଟିଟିଲାଗଡ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ନିଲମ୍ବିତ ହେଲେ ଫରେଷ୍ଟର । ଫରେଷ୍ଟର ଅରକ୍ଷିତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫଓ । କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି । ସୂଚନା ମୁତାବକ, ଟିଟିଲାଗଡ ଡିଭିଜନ ନୂଆପାଲି…