ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ କହୁଛି ପାକିସ୍ତାନ !
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୮ଦିନ ପରେ ୩ ଆତଙ୍କୀ ସଫା । ଲୋକସଭାରେ ଅପରେସନ୍ ସିନ୍ଦୂର ବିତର୍କରେ ସମ୍ବୋଧନ କରି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୨୨ତାରିଖରେ ବୈସରନ ଘାଟିରେ ୨୬ଜଣଙ୍କୁ ହତ୍ୟା କରିଥିବା ଆତଙ୍କୀଙ୍କ ମାଷ୍ଟରମାଇଣ୍ଡ ହାସିମ ମୁସା ଓରଫ…