Latest Odisha News

BREAKING NEWS

Andhra Bus Tragedy: କୁର୍ଣ୍ଣୁଲ ବସ୍ ଟ୍ରାଜେଡି: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁ ଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି। ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…

ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ସୌର ଶକ୍ତି ଓ ସୁରକ୍ଷା ସଚେତନତା ଯାତ୍ରା

ବ୍ରହ୍ମପୁର: ସୌର ଶକ୍ତିକୁ ଆପଣେଇବା ଏବଂ ବୈଦ୍ୟୁତିକ ସୁରକ୍ଷା ନିୟମକୁ ପାଳନ କରିବାର ବାର୍ତ୍ତା ନେଇ ଦୀର୍ଘ ୬୩୯ କିମି ପଥ ଅତିକ୍ରମ କରି ନିଜର ସଚେତନତା ଯାତ୍ରା ଶେଷ କରିଛନ୍ତି ସୌମ୍ୟ ରଞ୍ଜନ ଲେଙ୍କା । ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ବିଭାଗରେ ଟିମ୍ ଲିଡ୍ ଭାବରେ କାର୍ଯ୍ୟରତ ଅଛନ୍ତି ଲେଙ୍କା…

ତୃତୀୟ ଦିିନିକିଆ, ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଦଳ ଘୋଷଣା କରିଛି । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମୁକାବିଲା ସିଡନୀରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ମାର୍ନସ ଲାବୁଶେନଙ୍କ ରିଲିଜ…

Piyush Pandey: ଅବକି ବାର୍ ମୋଦି ସରକାର…କୁଛ୍ ଖାସ୍ ହୈ…ଆଉ ନାହାନ୍ତି ଭାରତର ବିଜ୍ଞାପନ ଜଗତର ଯାଦୁକର…

ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନ ଜଗତର ସ୍ୱର, ହସ ଏବଂ ସୃଜନଶୀଳତାର ମୁହଁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେ ଆଉ ଆମ ଗହଣରେ ନାହାନ୍ତି। ସେ ଶୁକ୍ରବାର ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ପାଣ୍ଡେ କେବଳ ଜଣେ ବିଜ୍ଞାପନ ବିଶେଷଜ୍ଞ ନଥିଲେ, ବରଂ ଜଣେ କାହାଣୀକାର ଥିଲେ ଯିଏ ଭାରତୀୟ…

Tomato prices in Pak: କାଙ୍ଗାଳ ପାକିସ୍ତାନର ମୁଣ୍ଡ ବିନ୍ଧାଉଛି ଟମାଟୋ ଦର, ରେଟ୍ ଆପଣଙ୍କ ବି ହୋସ୍ ଉଡାଇବ…

ନୂଆଦିଲ୍ଲୀ: ପୂର୍ବରୁ ଦାରିଦ୍ର୍ୟର ନଦୀକୂଳେ ଘର କରିଥିବା ପାକିସ୍ତାନର ଏବେ ଟମାଟୋ ଏହାର ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଇସଲାମାବାଦରୁ କରାଚୀ ଏବଂ ଲାହୋର ପର୍ଯ୍ୟନ୍ତ, ଟମାଟୋର ମୂଲ୍ୟ ପାକିସ୍ତାନୀମାନଙ୍କୁ କନ୍ଦାଉଥିବା ବେଳେ ଟମାଟୋର ମୂଲ୍ୟ ଆକାଶଛୁଆଁ ହୋଇଛି। ଆଫଗାନିସ୍ତାନ ସହିତ ସୀମା…

ମହିଳା ବିଶ୍ୱକପ କ୍ରିକେଟ: ଅଦ୍ଭୁତ ସଂଯୋଗ ଟିମ ଇଣ୍ଡିଆ ଫାଇନାଲ ଖେଳିବ ନିଶ୍ଚିତ !

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ଭାରତ ଯେବେ ବି ନ୍ୟୁଜିଲାଣ୍ଡକୁ ହରାଇଛି ଫାଇନାଲରେ ପ୍ରବେଶ କରିଛି । ଅବଶ୍ୟ ଏହା ସଂଯୋଗ । ମାତ୍ର ଏହି ସଂଯୋଗ ଭାରତୀୟ କ୍ରିକେଟପ୍ରେମୀଙ୍କ…

ରୋହିତ କେବେ ଅବସର ନେବେ ଖୁଲାସା କଲେ ଗମ୍ଭୀର

ଆଡିଲେଡ: ରୋହିତ ଶର୍ମା କେବେ ଅବସର ନେବେ ସେ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏ ନେଇ କୋଚ ଗୌତମ ଗମ୍ଭୀର ବଡ ଖୁଲାସା କରିଛନ୍ତି । ରୋହିତଙ୍କ ସହ…

ପୀତବାସ ପଣ୍ଡା ହତ୍ୟା ମାମଲା, ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଜଣେ ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା ଗିରଫ ହୋଇଛନ୍ତି। ଜୟପୁରରୁ ଉଠାଇ ଆଣିବା ପରେ ଗିରଫ କଲା ବ୍ରହ୍ମପୁର ପୋଲିସ। ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ…

Odisha Seed Hub: ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ‘ବିହନ ହବ୍’। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର…

Ration Card Holder: ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ, ଏହି ସବୁ ଜିଲ୍ଲାକୁ ଯୋଗାଣ ବିଭାଗର ଚିଠି

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାସନ କାର୍ଡଧାରୀଙ୍କ ପାଇଁ ମାସିକ ଚାଉଳ ଆବଣ୍ଟନକୁ ଦ୍ୱିଗୁଣିତ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର…