ଷ୍ଟୋକ୍ସଙ୍କ ହ୍ୟାଣ୍ଡସେକ ଡ୍ରାମାକୁ ନେଇ ମୁହଁ ଖୋଲିଲେ ଗମ୍ଭୀର
ମାଂଚେଷ୍ଟର: ଚତୁର୍ଥ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଇଂଲଣ୍ଡ ଖେଳାଳିଙ୍କୁ ନିରାଶ କରିଥିଲା । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ହ୍ୟାଣ୍ଡସେକକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ରବୀନ୍ଦ୍ର…