ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୨୪ରେ ଟିଆଇ ପରେଡ୍
କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅକ୍ଟୋବର ୧୦ ତାରିଖରେ ଓଡ଼ିଶାର ଜଣେ ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଘଟଣାରେ ଗିରଫ ହୋଇଥିବା ଚାରି ଜଣଙ୍କୁ ବୁଧବାର ସ୍ଥାନୀୟ କୋର୍ଟ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।
ପୀଡିତାଙ୍କ ସହପାଠୀ ୱାସେଫ୍…