Latest Odisha News

BREAKING NEWS

ଏଇଥି ପାଇଁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ !

ନୂଆଦିଲ୍ଲୀ: କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼? ଏହାକୁ ନେଇ ଗତ କିଛି ଦିନ ହେଲା ଅନେକ ଥିଓରୀ ନେଇ ଚର୍ଚ୍ଚା ଚାଲିଛି । ତେବେ ଜାତୀୟ ଗଣମାଧ୍ୟମରେ ଇସ୍ତଫା ପଛର ଚାଞ୍ଚଲ୍ୟକର କାରଣ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ…

ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଲାଭଖୋର ନୀତି; ଅଳ୍ପ ଦିନରେ ପିଚୁ ରାସ୍ତା ଫାଟି ଗର୍ତ୍ତ ସୃଷ୍ଟି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଛି । ବିଶେଷ କରି କୋଟିକୋଟି ଟଙ୍କାରେ ନିର୍ମିତ ହେଉଥିବା ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି । କେବେ ପୂର୍ତ୍ତ ବିଭାଗ ତ କେବେ ଗ୍ରାମ୍ୟ ଉନ୍ନୟନ…

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣନ୍ତୁ ମୋଦିଙ୍କ ସବୁଠାରୁ ମହଙ୍ଗା ବିଦେଶ ଗସ୍ତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଏବେ ବି ଖବରର ଶିରୋନାମାରେ ରହିଛି। ପ୍ରଧାନମନ୍ତ୍ରୀ ପ୍ରାୟତଃ ଅନ୍ୟ ଦେଶ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏବଂ ଅନ୍ୟାନ୍ୟ ଅନେକ କାରଣ ପାଇଁ ବିଦେଶ ଗସ୍ତ କରନ୍ତି। ଭାରତରେ ତାଙ୍କୁ ଯେତେ ପ୍ରେମ ମିଳେ, ଭାରତୀୟ ଏବଂ ବିଦେଶରେ…

ମନସା ଦେବୀ ପରେ ଔସାନେଶ୍ୱର ମନ୍ଦିରରେ ଦଳାଚକଟା; ୨ ମୃତ ୩୦ ଜଣ ଆହତ

ଲକ୍ଷ୍ନୌ: ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିର ପରେ ଏବେ ଉତ୍ତପ୍ରଦେଶର ବାରବାଙ୍କିର ଔସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ…

ଭାରତରେ କେଉଁ ଭାଷା ସବୁଠାରୁ ଅଧିକ କୁହାଯାଏ? ଜାଣନ୍ତୁ ଶ୍ରେଷ୍ଠ ୫ଟି ଭାଷାର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଭାରତ ତାର କଳା, ସଂସ୍କୃତି ଏବଂ ଭାଷାଗତ ବିବିଧତା ପାଇଁ ବିଶ୍ୱରେ ଅନନ୍ୟ। ଏଠାରେ କଥିତ ଭାଷାଗୁଡ଼ିକ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଦେଶର ସାଂସ୍କୃତିକ, ଐତିହାସିକ ଏବଂ ସାମାଜିକ ପରିଚୟକୁ ମଧ୍ୟ ପ୍ରତିଫଳିତ କରେ। ୨୦୧୧ ଜନଗଣନା ଅନୁସାରେ, ଭାରତରେ ୧୨୧ଟି ଭାଷା ଅଛି। ଆଜି…

ଦୁବାଇ ନୁହେଁ ବରଂ ଏହି ଦେଶରେ ଅଧିକ ଶସ୍ତାରେ ମିଳେ ସୁନା…

ନୂଆଦିଲ୍ଲୀ: ସୁନା ଏପରି ଏକ ଜିନିଷ ଯାହାକୁ କିଣିବାକୁ ସମସ୍ତେ ସ୍ୱପ୍ନ ଦେଖନ୍ତି। ବିଶେଷକରି ଭାରତରେ ମହିଳାମାନେ ଏହାକୁ ବହୁତ ଭଲ ପାଆନ୍ତି। ଭାରତରେ ବିବାହ, ପର୍ବ କିମ୍ବା ବିଶେଷ ଅବସରରେ ସୁନା ଅଳଙ୍କାର କିଣିବା ଏକ ପରମ୍ପରା ପାଲଟିଛି। କିନ୍ତୁ ଆଜିର ସମୟରେ ସୁନାର ମୂଲ୍ୟ ଏତେ ଅଧିକ…

ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତେବେ ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଆଖପାଖ ଅଞ୍ଚଳରେ ରହୁଥିବା ପରିବାର…

‘ଆମେ ପାକିସ୍ତାନର ଶତୃ ନୁହଁ, ପାକ୍ ସହ ପୁନଃ କ୍ରିକେଟ୍ ଖେଳିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ’

ଶ୍ରୀନଗର: ପାକିସ୍ତାନ ସହ ପୁଣି ଥରେ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଉ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି । ସେ ପାକିସ୍ତାନ ସହିତ କ୍ରିକେଟ ଖେଳିବା ନିଷ୍ପତ୍ତି ପାଇଁ କେନ୍ଦ୍ର…

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ;ଲକ୍ଷ୍ୟଭେଦ କ୍ଷମତା ୧୫୦-୫୦୦ କିମି

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର) ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ…

ବ୍ଲାକ୍ ମନି ବିଷୟରେ ଶୁଣିଥିବେ… କିନ୍ତୁ ରେଡ୍ ମନି ଓ ପିଙ୍କ୍ ମନି କ’ଣ ଜାଣନ୍ତି କି?

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଅବୈଧ ରୋଜଗାର ଖବରରେ ଆପଣ ପ୍ରାୟତଃ କଳାଧନର ନାମ ଶୁଣିଥିବେ। ବିମୁଦ୍ରୀକରଣ ସମୟରେ ଏହା ବିଷୟରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆପଣ କ’ଣ ରେଡ ମନି ଏବଂ ପିଙ୍କ୍ ମନି ବିଷୟରେ ଶୁଣିଛନ୍ତି? ଯଦି ଆପଣ ଏହା ଶୁଣି ନାହାଁନ୍ତି, ତେବେ ଆସନ୍ତୁ ଆମେ ଆପଣଙ୍କୁ…