କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ; ୩ ଗୁରୁତର, ପୋଷା କୁକୁର ମୃତ
ନୟାଗଡ଼: ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ। ନୟାଗଡ ଜିଲ୍ଲା ଦଶପଲ୍ଲାରେ ଘଟିଛି ଏହି ଅଘଟଣ। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ଏକ ଘରେ ପଶିଗଲା ଆମ୍ବୁଲାନ୍ସ। ୩ ଜଣ ଗୁରୁତର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…