ଶ୍ରୀ ଭାଗବତ ସାର ୧୧୧: ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣ୍ଣନା ଓ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାରର ତଥ୍ୟ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣନା ଦେବା ସହିତ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାର ବିଷୟରେ ତଥ୍ୟ ଦେଇଥାଏ। ଆମେ ପରମେଶ୍ୱରଙ୍କ ବିରାଟପୁରୁଷ ତତ୍ୱ ଜାଣିଲେ, ତାସହିତ ଜାଣିଲେ ପ୍ରଥମ ଅବତାରଙ୍କ ସମ୍ପର୍କରେ। ଏଵେ ଜାଣିବା…