Latest Odisha News

BREAKING NEWS

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି ।…

5G ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି, ୨୦ ଲକ୍ଷ ଟଙ୍କା ଜରିମାନାକୁ ୨ ଲକ୍ଷ କଲେ ହାଇକୋର୍ଟ

ଦିଲ୍ଲୀ :୫ଜି ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି ।୫ ଜି ନେଟୱାର୍କିଂ ମାମଲାରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ କରାଯାଇଥିବା ୨୦ ଲକ୍ଷ ଟଙ୍କା ଜରିମାନାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହି ଜରମାନାକୁ ଦିଲ୍ଲୀ ହାଇକୋର୍ଟ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ଏହା ସହିତ କିଛି…

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି…

[ଭିଡିଓ] ଭଗବାନଙ୍କୁ ନେଇ ଶ୍ୱେତା ତିୱାରୀଙ୍କ ବିବାଦୀୟ ମନ୍ତବ୍ୟ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବିବାଦ ଘେରରେ ଟେଲି କୁଇନ୍ ଶ୍ୱେତା ତିୱାରୀ । ନିକଟରେ ଏହି ଅଭିନେତ୍ରୀ ଜଣକ ନିଜ ଅପକମିଂ ୱେବ୍ ସିରିଜ୍ ସୋ ଷ୍ଟପରର ପ୍ରମୋଶନ୍ ପାଇଁ ଭୋପାଳ ଯାଇଥିଲେ । ସେହି ଅବସରରେ ଶ୍ୱେତା କିଛି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୋ’ର…

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମା ହଲ୍

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ କମ୍ ହେବାରେ ଲାଗିଛି । ଏହି ମଧ୍ୟରେ ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଲିପାରିବ । ଦିଲ୍ଲୀ…

ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି: ଡିସିଜିଆଇ

ନୂଆଦିଲ୍ଲୀ: ଏବେ ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି କୋଭିଡ-୧୯ ଭ୍ୟାକ୍ସିନ୍ । ସେଥିପାଇଁ ଆଜି ଡିସିଜିଆଇ ଅନୁମତି ଦେଇଛନ୍ତି । ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି…

କଟକରୁ ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

କଟକ : ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ।କଟକର ଲାଲାବାଗ ପୋଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ଝିଅର ବ୍ରେନ ସର୍ଜରୀ ପରେ ପିତା ମଧ୍ୟ ନିଜର ଚୁଟି କାଟିଲେ

ଭୁବନେଶ୍ୱର: ବାପା ଓ ଝିଅର ଗୋଟିଏ ଫଟୋ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହେଲେ ଫଟୋ ପଛରେ ରହିଥିବା ସତକୁ ଜାଣିଲେ ଆପଣଙ୍କ ହୃଦୟ ବି ଭାଙ୍ଗିଯିବ । ପିତା ଓ ଝିଅର ବନ୍ଧନକୁ ନେଇ ଶବ୍ଦରେ କହିହୁଏନି । ଏହି ସମ୍ପର୍କ ଭିତରେ ଥାଏ ପ୍ରଚୁର ଭଲପାଇବା । ଝିଅ ପିତାଙ୍କ ବହୁତ ନିକଟତର…

ରାଜ୍ୟରେ ୨୧ ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୬୨ ଲକ୍ଷ ଡ଼ୋଜ୍ ଦିଆସରିଛି । ଏହା ମଧ୍ୟରୁ ପ୍ରଥମ ଡ଼ୋଜ୍ ଟିକା ୯୩.୫ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ଟିକା ୭୪ ପ୍ରତିଶତ ରହିଛି…