Latest Odisha News

BREAKING NEWS

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ଝିଅର ବ୍ରେନ ସର୍ଜରୀ ପରେ ପିତା ମଧ୍ୟ ନିଜର ଚୁଟି କାଟିଲେ

ଭୁବନେଶ୍ୱର: ବାପା ଓ ଝିଅର ଗୋଟିଏ ଫଟୋ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହେଲେ ଫଟୋ ପଛରେ ରହିଥିବା ସତକୁ ଜାଣିଲେ ଆପଣଙ୍କ ହୃଦୟ ବି ଭାଙ୍ଗିଯିବ । ପିତା ଓ ଝିଅର ବନ୍ଧନକୁ ନେଇ ଶବ୍ଦରେ କହିହୁଏନି । ଏହି ସମ୍ପର୍କ ଭିତରେ ଥାଏ ପ୍ରଚୁର ଭଲପାଇବା । ଝିଅ ପିତାଙ୍କ ବହୁତ ନିକଟତର…

ରାଜ୍ୟରେ ୨୧ ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୬୨ ଲକ୍ଷ ଡ଼ୋଜ୍ ଦିଆସରିଛି । ଏହା ମଧ୍ୟରୁ ପ୍ରଥମ ଡ଼ୋଜ୍ ଟିକା ୯୩.୫ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ଟିକା ୭୪ ପ୍ରତିଶତ ରହିଛି…

[ଭିଡ଼ିଓ] ରହସ୍ୟମୟ ରେନବୋ ହୋର୍ମୁଜ ଆଇଲାଣ୍ଡ: ଖାଦ୍ୟରେ ମସଲା ବଦଳରେ ବାଲି ମାଟି ବ୍ୟବହାର

ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଖାଦ୍ୟ ଶୈଳୀ। ଏମିତିକି କହିବାକୁ ଗଲେ ଭାରତରେ ଲୋକେ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ମସଲା ବି ବ୍ୟବହାର ହୋଇଥାଏ । ଯାହାକି ଖାଦ୍ୟର ଟେଷ୍ଟ ସମ୍ପୁର୍ଣ୍ଣ ବଦଳାଇଦେଇଥାଏ।ହେଲେ କିଛି ଏମିତି…

ଟାଟା ଗ୍ରୁଫ୍ ହାତକୁ ହସ୍ତାନ୍ତର ହେଲା ଏୟାର ଇଣ୍ଡିଆ ମାଲିକାନା

ନୂଆଦିଲ୍ଲୀ: ଟାଟା ଗ୍ରୁଫ୍ ହାତରେ ଏୟାର ଇଣ୍ଡିଆ । ଏଣିକା ଟାଟା ଗ୍ରୁଫ୍ ନୂଆସେବା ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଗରୁବାର ଦିନ ଚାରୋଟି ବିମାନ ଉଡାଣ ଭରିବାର ବ୍ୟବସ୍ଥା ହୋଇଛି । ଏୟାରଇଣ୍ଡିଆ ଟାଟା ଗ୍ରୁଫକୁ ହସ୍ତାନ୍ତରେ ପରେ ଏହା ପ୍ରଥମ ଉଡାଣ ।ଗୁରୁବାରୁ ଚାରୋଟି…

କେବଳ ପାକିସ୍ତାନରେ: ଅର୍ଡର୍ କଲେ ଘରେ ପହଂଚୁଛି ଏକେ-୪୭

ଭୁବନେଶ୍ୱର: ଘରେ ରହି ବନ୍ଧୁକ ଅର୍ଡର୍ କରିବା ପିଜ୍ଜା ମଗାଇବା ଭଳି ଖୁବ ସହଜ । ତେବେ ଏହି ସୁବିଧା କେବଳ ପାକିସ୍ତାନୀଙ୍କ ପାଇଁ ଉଦ୍ଧିଷ୍ଟ । ବାସ୍ ତାଲିକା ମଧ୍ୟରୁ ନିଜ ମନ ପସନ୍ଦର ବନ୍ଧୁକ ଚୟନ କରନ୍ତୁ, ଫୋନ୍ କରନ୍ତୁ । ଦାମ୍ ମୁଲଚାଲ୍ ହେବା ପରେ ହୋମ୍ ଡେଲିଭରୀ ହେବ ଭଳିକିଭଳି ଅସଲି…

ଦୁଇ ଦିନ ହେବ ରାଜରାସ୍ତା ଚାଷୀଙ୍କ ଧାରଣା, ଏଯାଏଁ ହେଉନି ସମାଧାନ

ଗଞ୍ଜାମ: ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁରୁଝରୀରେ ଦୁଇଦିନ ହେବ ରାଜରାସ୍ତାରେ ବସି ରହିଛନ୍ତି ଚାଷୀ । ହେଲେ କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ଦୁଇଦିନ ହେବ ଧାନବସ୍ତା ରାଜରାସ୍ତା ଉପରେ ରଖି ଭୋକ ଉପାସରେ ଚାଷୀ ବସିଥିବାବେଳେ ଏଯାଏଁ…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶହ ଶହ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଖବର ଅନୁଯାୟୀ, କରୋନା ପରିସ୍ଥିତିରେ…

ଉତ୍ତର ପ୍ରଦେଶରେ ୧୫ ଫେବୃଆରୀ ଯାଏଁ ସ୍କୁଲ-କଲେଜ ବନ୍ଦ, ଜାରି ରହିବ ଅନଲାଇନ୍ ପାଠପଢ଼ା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ପୁଣି ଥରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ୩୦ ଜାନୁଆରୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ, ଯାହାକୁ ବୃଦ୍ଧି କରି ଫେବୃଆରୀ ୧୫ ଯାଏଁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହିଭଳି ପଦକ୍ଷେପ…